U-19ରେ ଭାରତ ୩-୧ରେ ଆଗୁଆ

ନୂଆଦିଲ୍ଲୀ: ମୁମ୍ୱାଇ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିବା U-19 କ୍ରିକେଟ୍‌ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତ ୩୮୨ ରନ୍‌ର ବିଶାଳ ସ୍କୋର ଆଗରେ ଇଂଲଣ୍ଡ ମାତ୍ର ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଉ ଗୋଟିଏ ମ୍ୟାଚ୍‌ ବାକି ଥାଇ ଭାରତ ୫ଟିକିଆ ସିରିଜକୁ ୩-୧ରେ ଜିତି ନେଇଛି। ଭାରତର ବିଶାଳ ସ୍କୋରରେ ପ୍ରମୁଖ ଭୂମିକା ନେଇଥିଲେ ଓପ୍ନର ଏସ୍‌ ଗିଲ। ସେ ୧୨୦ ବଲରେ ଧୂଆଁଧାର ୧୬୦ ରନ୍‌ କରିଥିଲେ। ୩ ନମ୍ୱରରେ ବ୍ୟାଟିଂ କରିବାକୁ […]

india team

india team

Rakesh Mallick
  • Published: Monday, 06 February 2017
  • Updated: 06 February 2017, 07:53 PM IST

Sports

Latest News

ନୂଆଦିଲ୍ଲୀ: ମୁମ୍ୱାଇ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିବା U-19 କ୍ରିକେଟ୍‌ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତ ୩୮୨ ରନ୍‌ର ବିଶାଳ ସ୍କୋର ଆଗରେ ଇଂଲଣ୍ଡ ମାତ୍ର ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଉ ଗୋଟିଏ ମ୍ୟାଚ୍‌ ବାକି ଥାଇ ଭାରତ ୫ଟିକିଆ ସିରିଜକୁ ୩-୧ରେ ଜିତି ନେଇଛି।

ଭାରତର ବିଶାଳ ସ୍କୋରରେ ପ୍ରମୁଖ ଭୂମିକା ନେଇଥିଲେ ଓପ୍ନର ଏସ୍‌ ଗିଲ। ସେ ୧୨୦ ବଲରେ ଧୂଆଁଧାର ୧୬୦ ରନ୍‌ କରିଥିଲେ। ୩ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ପୃଥ୍ୱୀବି ସାହା ୧୦୫ ରନ୍‌ କରିଥିଲେ।

ଭାରତ ପକ୍ଷରୁ କମଲେଶ୍‌ ନାଗରକୋଟି ୪ଟି, ବିବେକାନନ୍ଦ ତିୱାରୀ ଓ ଶିବମ ମାଭି ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story