ଆମେରିକାରେ ଲଜ୍ଜା, ଭାରତୀୟ ଆଥଲେଟଙ୍କ ନାଁରେ ଯୌନ କେଳେଙ୍କାରୀ ମାମଲା

ନ୍ୟୁୟେ।ର୍କ:ଭାରତୀୟ ଆଥଲେଟ୍‌ ତନଭିର୍‌ ହୁସେନ୍‌ଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ।  ଜଣେ ୧୨ବର୍ଷର ଝିଅ ସହ ଦୁଷ୍କର୍ମ ଅଭିଯେ।ଗରେ ତନଭିରଙ୍କୁ ଆମେରିକା ପୁଲିସ ଗିରିଫ କରିଛି । କାଶ୍ମୀରର ଏହି ୨୪ବର୍ଷିୟ ଯୁବକଙ୍କୁ ନ୍ୟୁୟେ।ର୍କରୁ ଗିରଫ କରାଯ।ଇଛି । ହୁସେନ୍‌ ଗତ ଫେବ୍ରୁଆରୀ ମାସରେ ବିଶ୍ୱ ସ୍ନେ।-ସୁ ଚାମ୍ପିୟନସିପରେ ଭାଗନେବାପଇଁ ଆମେରିକା ଯାଇଥିଲେ।  ତେବେ ପୁରସ୍କାର ବଦଳରେ ଦେଶ ପାଇଁ ଆଣିଛନ୍ତି ଲଜ୍ଜା । ଯଦି ସେ ଅଦାଲତରେ ଦେ।ଷୀ ସାବ୍ୟସ୍ତ ହୁହନ୍ତି, ତେବେ ଅତିକମ୍‌ରେ ତାଙ୍କୁ […]

Tanvir

Tanvir

Rakesh Mallick
  • Published: Friday, 03 March 2017
  • Updated: 03 March 2017, 12:01 PM IST

Sports

Latest News

ନ୍ୟୁୟେ।ର୍କ:ଭାରତୀୟ ଆଥଲେଟ୍‌ ତନଭିର୍‌ ହୁସେନ୍‌ଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ।  ଜଣେ ୧୨ବର୍ଷର ଝିଅ ସହ ଦୁଷ୍କର୍ମ ଅଭିଯେ।ଗରେ ତନଭିରଙ୍କୁ ଆମେରିକା ପୁଲିସ ଗିରିଫ କରିଛି । କାଶ୍ମୀରର ଏହି ୨୪ବର୍ଷିୟ ଯୁବକଙ୍କୁ ନ୍ୟୁୟେ।ର୍କରୁ ଗିରଫ କରାଯ।ଇଛି । ହୁସେନ୍‌ ଗତ ଫେବ୍ରୁଆରୀ ମାସରେ ବିଶ୍ୱ ସ୍ନେ।-ସୁ ଚାମ୍ପିୟନସିପରେ ଭାଗନେବାପଇଁ ଆମେରିକା ଯାଇଥିଲେ।  ତେବେ ପୁରସ୍କାର ବଦଳରେ ଦେଶ ପାଇଁ ଆଣିଛନ୍ତି ଲଜ୍ଜା । ଯଦି ସେ ଅଦାଲତରେ ଦେ।ଷୀ ସାବ୍ୟସ୍ତ ହୁହନ୍ତି, ତେବେ ଅତିକମ୍‌ରେ ତାଙ୍କୁ ୭ବର୍ଷ ଜେଲ୍‌ ହେ।ଇପାରେ। ପ୍ରତିଯେ।ଗୀତାରେ ଭାଗନେବା ପାଇଁ ପ୍ରଥମେ ଭିସା ମିଳିନଥିଲା, ଏହାପରେ ଟୁରିଷ୍ଟ ଭିସା ଜରିଆରେ ହୁସେନ୍‌ ଓ ସାଥି ଆମେରିକା ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos