ୟୁଏସ୍ ଓପନ୍: ବୋପନ୍ନା ଜିତିଲେ, ପେସ୍ ହାରିଲେ

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନର ପଞ୍ଚମ ଦିବସରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଭାରତର ଅଭିଜ୍ଞ ଖେଳାଳି ରୋହନ ବୋପନ୍ନା ପୁରୁଷ ଡବଲ୍ସରେ ବିଜୟ ସହ ଶୁଭାରମ୍ଭ କରିଥିବା ବେଳେ ଭେଟେରାନ୍ ଲିଆଣ୍ଡର୍ ପେସ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୋପନ୍ନା ଓ ତାଙ୍କ କ୍ୟାନାଡା ସାଥୀ ଡେନିସ୍ ଶାପୋଭାଲୋଭ ପ୍ରଥମ ରାଉଣ୍ଡରେ ଚତୁର୍ଥ ସିଡ୍ ଫ୍ରେଞ୍ଚ ଯୋଡ଼ି ପିଏରୀ-ହ୍ୟୁଗ୍ସ ହର୍ବର୍ଟ ଏବଂ ନିକୋଲାସ ମାହୁତଙ୍କୁ ସିଧାସଳଖ ୬-୩, ୬-୧ ସେଟରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ […]

us-open

us-open

Ranjit Kumar Jena
  • Published: Saturday, 31 August 2019
  • Updated: 31 August 2019, 04:36 PM IST

Sports

Latest News

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନର ପଞ୍ଚମ ଦିବସରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଭାରତର ଅଭିଜ୍ଞ ଖେଳାଳି ରୋହନ ବୋପନ୍ନା ପୁରୁଷ ଡବଲ୍ସରେ ବିଜୟ ସହ ଶୁଭାରମ୍ଭ କରିଥିବା ବେଳେ ଭେଟେରାନ୍ ଲିଆଣ୍ଡର୍ ପେସ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

ବୋପନ୍ନା ଓ ତାଙ୍କ କ୍ୟାନାଡା ସାଥୀ ଡେନିସ୍ ଶାପୋଭାଲୋଭ ପ୍ରଥମ ରାଉଣ୍ଡରେ ଚତୁର୍ଥ ସିଡ୍ ଫ୍ରେଞ୍ଚ ଯୋଡ଼ି ପିଏରୀ-ହ୍ୟୁଗ୍ସ ହର୍ବର୍ଟ ଏବଂ ନିକୋଲାସ ମାହୁତଙ୍କୁ ସିଧାସଳଖ ୬-୩, ୬-୧ ସେଟରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ଇଣ୍ଡୋ-କ୍ୟାନାଡା ଯୋଡ଼ି ମାତ୍ର ୫୫ ମିନିଟ୍ ସମୟ ନେଇଥିଲେ। ବୋପନ୍ନା ଓ ଶାପୋଭାଲୋଭ ମ୍ୟାଚରେ ଦୁଇଥର ସର୍ଭିସ୍ ହରାଇଥିଲେ, କିନ୍ତୁ ଦୁହେଁ ୭ଟିରୁ ୬ଥର ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ସର୍ଭିସ୍ ବ୍ରେକ୍ କରିଥିଲେ।

ପେସ୍ ଓ ତାଙ୍କ ଆର୍ଜେଣ୍ଟିନା ସାଥୀ ଗୁଇଲେର୍ମୋ ଡୁରାନ୍ ପ୍ରଥମ ରାଉଣ୍ଡରେ ସର୍ବିୟାର ମିଓମିର କେକମାନୋଭିଚ୍ ଓ ନରୱେର କ୍ୟାସପର୍ ରୁଡଙ୍କଠାରୁ ୫-୭, ୨-୬ ସେଟରେ ପରାସ୍ତ ହୋଇଛନ୍ତି। ଦିବିଜ୍ ଶରନ୍ ଓ ତାଙ୍କ ମୋନାକୋ ସାଥୀ ହୁଗୋ ନିସ୍ ମଧ୍ୟ ପ୍ରଥମ ରାଉଣ୍ଡରେ ରବର୍ଟ କାର୍ବାଲେସ୍ ବାଇନା ଓ ଫେଡ୍ରିକୋ ଡେଲବୋନିସଙ୍କଠାରୁ ହାରି ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story