ରାଷ୍ଟ୍ରୀୟ ଜୁନିୟର ଚୟନ ସମିତିରୁ ଇସ୍ତଫା ଦେଲେ ପ୍ରସାଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ବୋଲର ଭେଙ୍କଟେସ୍‌ ପ୍ରସାଦ ଆଜି ରାଷ୍ଟ୍ରୀୟ ଜୁନିୟର ଚୟନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସାଦ ଏହି ପଦରେ ୩୦ ମାସ ଧରି ରହିଥିଲେ। 19 ବର୍ଷ ବିଶ୍ୱକପ୍‌ ବିଜୟୀ ହେବା ପରେ ମାତ୍ର ମାସକ ଭିତରେ ପ୍ରସାଦ ଏପରି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ପ୍ରସାଦ ଇସ୍ତଫା ଦେଇଥିବା ଆଲୋଚନା ହେଉଛି। ତେବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏକ ଆଇପିଏଲ ଫ୍ରାଞ୍ଚାଇଜ୍‌ ସହ ପ୍ରସାଦ […]

Venky

Venky

Rakesh Mallick
  • Published: Friday, 02 March 2018
  • Updated: 02 March 2018, 10:45 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ବୋଲର ଭେଙ୍କଟେସ୍‌ ପ୍ରସାଦ ଆଜି ରାଷ୍ଟ୍ରୀୟ ଜୁନିୟର ଚୟନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସାଦ ଏହି ପଦରେ ୩୦ ମାସ ଧରି ରହିଥିଲେ। 19 ବର୍ଷ ବିଶ୍ୱକପ୍‌ ବିଜୟୀ ହେବା ପରେ ମାତ୍ର ମାସକ ଭିତରେ ପ୍ରସାଦ ଏପରି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ପ୍ରସାଦ ଇସ୍ତଫା ଦେଇଥିବା ଆଲୋଚନା ହେଉଛି। ତେବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏକ ଆଇପିଏଲ ଫ୍ରାଞ୍ଚାଇଜ୍‌ ସହ ପ୍ରସାଦ ଜଡ଼ିତ ଥିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ବୋର୍ଡ଼ର ଅଧ୍ୟକ୍ଷ ସି.କେ ଖାନ୍ନା କହିଛନ୍ତି, “ପ୍ରସାଦଙ୍କ ପାଖରେ ପ୍ରତିଭା ଚୟନ କରିବାର କଳା ଥିଲା। 19 ବର୍ଷ ବିଶ୍ୱକପ୍‌ ବିଜୟୀ ପଛରେ ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେଣୁ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲି। ମାତ୍ର ସେ ମୋ କଥା ଶୁଣି ନ ଥିଲେ। ଏଥିରୁ ଜଣାପଡ଼ୁଥିଲା ସେ ପଦ ଛାଡ଼ିବାକୁ ଆଗରୁ ନିଷ୍ପତ୍ତି ନେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story