ପୂର୍ବତନ ଚାମ୍ପିୟନ୍‌ ଆଜେରେଙ୍କା ଅଷ୍ଟ୍ରେଲିଆ ଓପନରୁ ବିଦା

ମେଲବର୍ଣ୍ଣ: ବିଶ୍ୱର ପୂର୍ବତନ ୧ ନଂ ମହିଳା ଟେନିସ୍‌ ଖେଳାଳି ତଥା ଦୁଇଥରର ଚାମ୍ପିୟନ ଭିକ୍ଟୋରିଆ ଆଜେରାଙ୍କା ଅଷ୍ଟ୍ରେଲିଆ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବେଲାରୁଷର ଆଜେରେଙ୍କା ପ୍ରଥମ ସେଟ୍‌ରେ ଲିଡ୍‌ରେ ଥିଲେ ହେଁ ଦ୍ୱିତୀୟ ଓ ତୃତୀୟ ସେଟ୍‌ରେ ପରାସ୍ତ ହୋଇ ମ୍ୟାଚ୍‌ ହାତଛଡ଼ା କରିଛନ୍ତି। ତାଙ୍କୁ ଜର୍ମାନୀର ଲରା ସିଗମଣ୍ଡ ୬-୭, ୬-୪ ଓ ୬-୨ରେ ପରାସ୍ତ କରିଛନ୍ତି। ୨୦୦୬ରେ ଡେବ୍ୟୁ କରିଥିବା ଆଜେରେଙ୍କା ସେହି ବର୍ଷ ପ୍ରଥମ ରାଉଣ୍ଡରୁ କୌଣସି ଏକ […]

ttt

ttt

Hemant Lenka
  • Published: Tuesday, 15 January 2019
  • Updated: 15 January 2019, 06:35 PM IST

Sports

Latest News

ମେଲବର୍ଣ୍ଣ: ବିଶ୍ୱର ପୂର୍ବତନ ୧ ନଂ ମହିଳା ଟେନିସ୍‌ ଖେଳାଳି ତଥା ଦୁଇଥରର ଚାମ୍ପିୟନ ଭିକ୍ଟୋରିଆ ଆଜେରାଙ୍କା ଅଷ୍ଟ୍ରେଲିଆ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବେଲାରୁଷର ଆଜେରେଙ୍କା ପ୍ରଥମ ସେଟ୍‌ରେ ଲିଡ୍‌ରେ ଥିଲେ ହେଁ ଦ୍ୱିତୀୟ ଓ ତୃତୀୟ ସେଟ୍‌ରେ ପରାସ୍ତ ହୋଇ ମ୍ୟାଚ୍‌ ହାତଛଡ଼ା କରିଛନ୍ତି। ତାଙ୍କୁ ଜର୍ମାନୀର ଲରା ସିଗମଣ୍ଡ ୬-୭, ୬-୪ ଓ ୬-୨ରେ ପରାସ୍ତ କରିଛନ୍ତି।

୨୦୦୬ରେ ଡେବ୍ୟୁ କରିଥିବା ଆଜେରେଙ୍କା ସେହି ବର୍ଷ ପ୍ରଥମ ରାଉଣ୍ଡରୁ କୌଣସି ଏକ ଟୁର୍ଣ୍ଣାମେଣ୍ଟରେ ବିଦାୟ ନେଇଥିଲେ। କିନ୍ତୁ ତା’ ପରଠାରୁ କେବେ ହେଲେ ବି ଏଭଳି ପରିସ୍ଥିତି ଉପୁଜି ନଥିଲା। ୨୦୧୨ ଓ ୨୦୧୩ରେ ସେ ଅଷ୍ଟ୍ରେଲିଆ ଓପନ୍‌ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos