ବିଜୟ ହଜାରେ ଟ୍ରଫି: ହରିଆଣାଠାରୁ ହାରିଗଲା ଓଡ଼ିଶା

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ଆଜିଠାରୁ ୨୦୧୬-୧୭ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ‘ଏ’ ଗ୍ରୁପ୍‌ରେ ଥିବା ଓଡ଼ିଶା ଦିଲ୍ଲୀରେ ହରିଆଣା ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିଛି। ତେବେ ପ୍ରଥମ ମ୍ୟାଚ୍‌ରେ ଦଳକୁ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି। ଓଡ଼ିଶା ଟିମ୍ ହରିଆଣା ଠାରୁ ୫ ୱିକେଟ୍‌ରେ ହାରି ଯାଇଛି। ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ପ୍ରାରମ୍ଭ ଭଲ ଥିଲା। ଦଳର ପ୍ରଥମ […]

ranji-match

ranji-match

Rakesh Mallick
  • Published: Saturday, 25 February 2017
  • Updated: 25 February 2017, 09:45 PM IST

Sports

Latest News

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ଆଜିଠାରୁ ୨୦୧୬-୧୭ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ‘ଏ’ ଗ୍ରୁପ୍‌ରେ ଥିବା ଓଡ଼ିଶା ଦିଲ୍ଲୀରେ ହରିଆଣା ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିଛି। ତେବେ ପ୍ରଥମ ମ୍ୟାଚ୍‌ରେ ଦଳକୁ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି। ଓଡ଼ିଶା ଟିମ୍ ହରିଆଣା ଠାରୁ ୫ ୱିକେଟ୍‌ରେ ହାରି ଯାଇଛି।

ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ପ୍ରାରମ୍ଭ ଭଲ ଥିଲା। ଦଳର ପ୍ରଥମ ୱିକେଟ୍‌ ପଡ଼ିଥିଲା ୧୫୭ ରନ୍‌ରେ। ୧୦୧ଟି ବଲ୍‌ରୁ ୭୭ ରନ୍ କରି ଆଉଟ୍ ହୋଇଥିଲେ ଅନୁରାଗ ଷଡ଼ଙ୍ଗୀ। କିନ୍ତୁ ସେ ଆଉଟ୍ ହେବା ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ଦଳୀୟ ସ୍କୋର ସେହି ୧୫୭ରେ ଥିବା ବେଳେ ଆଉଟ୍ ହୋଇଯାଇଥିଲେ ଅଧିନାୟକ ଗୋବିନ୍ଦ ପୋଦ୍ଦାର। ସେ ଶୂନରେ ଆଉଟ୍ ହୋଇଥିଲେ। ତାଙ୍କ ପରେ କ୍ରିଜ୍‌କୁ ଆସିଥିବା ଶୁଭ୍ରାଂଶୁ ସେନାପତି ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ତାଙ୍କ ପରେ ଅଭିଷେକ ଯାଦବ ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ଆଉଟ୍ ହୋଇଥିଲେ ଓପନର ସନ୍ଦୀପ ପଟ୍ଟନାୟକ। ସେ ଏଚ୍‌.ଭି ପଟେଲଙ୍କ ଦ୍ୱାରା ରନ୍ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିବା ବେଳକୁ ୧୨୧ ବଲ୍‌ରେ ୯୧ ରନ୍ କରିଥିଲେ। ସେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୨୦୨ରେ ପହଞ୍ଚିଥିଲା। ଏହା ପରେ ବାକି ୨୭ ରନ୍‌ ମଧ୍ୟରେ ଆଉ ୫ଟି ୱିକେଟ୍ ପଡ଼ି ଯାଇଥିଲା। ବିଳ୍ପବ ସାମନ୍ତ ରାୟ ୨ ରନ୍ କରିଥିବା ବେଳେ ଦୀପକ ବେହେରେ ୮, ସୁଜିତ ଲେଙ୍କା ୧, ସୂର୍ଯ୍ୟକାନ୍ତ ପ୍ରଧାନ ୯ ଓ ବସନ୍ତ ମହାନ୍ତି ୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଧୀରଜ ସିଂ ୨ ରନ୍ କରି ନଟ୍‌ଆଉଟ୍ ଥିଲେ।

୨୩୦ରନ୍‌ର ବିଜୟ ଲକ୍ଷ୍ୟକୁ ହରିଆଣା ୪୮.୨ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ସି.କେ ବିଷ୍ଣୋଇ ଅପରାଜିତ ରହି ସର୍ବାଧିକ ୮୩ ରନ୍ କରିଥିବା ବେଳେ ଆର୍‌.କେ ତେୱାତିଆ ଅପରାଜିତ ରହି ୬୨ ରନ୍ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ।

ଏହି ମ୍ୟାଚ୍‌ରୁ ହରିଆଣାକୁ ୪ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶାକୁ ଆଦୌ ପଏଣ୍ଟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story