ବିଜୟ ହଜାରେ ଟ୍ରଫି: ପୋଦ୍ଦାର ଓ ଅନୁରାଗଙ୍କ ଶତକ, ଓଡ଼ିଶା  ୯ ୱିକେଟ୍‌ରେ ଜିତିଲା

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫିର ପ୍ରଥମ ଲିଗ୍ ମ୍ୟାଚ୍‌ ହାରି ଯାଇଥିବା ଓଡ଼ିଶା ଦଳ ଆଜି ଆସାମ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଯାଇଛି। ଓପନ୍‌ର ଅନୁରାଗ ଷଡ଼ଙ୍ଗୀ ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅପରାଜିତ ଶତକୀୟ ଇନିଂସ ସହାୟତାରେ ଦଳ ୯ ୱିକେଟ୍‌ରେ ଆସାମକୁ ହରାଇଛି। ଦିଲ୍ଲୀର ଫିରେ।ଜ-ଶାହା-କେ।ଟଲା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା  ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜ୍‌କୁ ଓହ୍ଲାଇଥିବା ଆସାମର […]

ranji-match

ranji-match

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 06:18 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫିର ପ୍ରଥମ ଲିଗ୍ ମ୍ୟାଚ୍‌ ହାରି ଯାଇଥିବା ଓଡ଼ିଶା ଦଳ ଆଜି ଆସାମ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଯାଇଛି। ଓପନ୍‌ର ଅନୁରାଗ ଷଡ଼ଙ୍ଗୀ ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅପରାଜିତ ଶତକୀୟ ଇନିଂସ ସହାୟତାରେ ଦଳ ୯ ୱିକେଟ୍‌ରେ ଆସାମକୁ ହରାଇଛି।

ଦିଲ୍ଲୀର ଫିରେ।ଜ-ଶାହା-କେ।ଟଲା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା  ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜ୍‌କୁ ଓହ୍ଲାଇଥିବା ଆସାମର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଓଡିଶାର ଘାତକ ବେ।ଲିଂକୁ ସମ୍ନା କରି ନ ପାରି ଆସାମର ବ୍ୟାଟ୍ସମ୍ୟାନ ମାନେ ସହଜରେ  ୱିକେଟ ଦେଇ ଦେଇଥିଲେ। ଦଳୀୟ ସ୍କୋର ମାତ୍ର ୪ ହୋଇଥିବା ବେଳେ ବସନ୍ତ ମହାନ୍ତିଙ୍କ ଦ୍ୱାରା ଆସାମର ପ୍ରଥମ ୱିକେଟର ପତନ ଘଟିଥିଲା। ଆସାମ ପକ୍ଷରୁ ଅଧିନାୟକ କେ.ବି କାର୍ତ୍ତିକ ଧୈର୍ଯ୍ୟର ସହ କ୍ରିଜରେ ରହି ବ୍ୟକ୍ତିଗତ ଭାବେ ୫୬ରନ କରିବାରେ ସାମର୍ଥ୍ୟ ହୋଇଥିବା ବେଳେ ସୟଦ ମହମଦ୍ ୫୩ରନ୍ କରି ଦୀପକ ବେହେରାଙ୍କ ଶିକାର ହୋଇଥିଲେ। ଓଡିଶା ପକ୍ଷରୁ ବସନ୍ତ ମହାନ୍ତି ଆକର୍ଷଣୀୟ ବେ।ଲିଂ କରିଥିଲେ। ସେ ୯.୨ ଓଭର ବେ।ଲିଂ କରି  ମାତ୍ର ୨୬ରନ ଦେଇ ମୂଲ୍ୟବାନ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଦୀପକ ବେହେରା ୩ଟି ଓ ଧୀରଜ ସିଂ ୨ଟି ୱିକେଟ୍‌ ନେଇ ଆସାମକୁ ୨୦୭ ରନ୍‌ ଭିତରେ ସୀମିତ ରଖିବାରେ  ସଫଳ ହେ।ଇଥିଲେ।

୨୦୮ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ମାତ୍ର ଗେ।ଟିଏ ୱିକେଟ୍‌ ହରାଇ ଏହି ଲକ୍ଷ୍ୟକୁ ପୂରଣ କରିପାରିଥିଲା । ଓଡ଼ିଶା ପକ୍ଷରୁ ଅନୁରାଗ ଓ ପୋଦ୍ଦାର ଶତକୀୟ ପାଳି ଖେଳିଥିଲେ।  ବିଜୟ ହଜାରେ ଟ୍ରଫିର ଉଭୟ ଦଳଙ୍କ ଏହା ଥିଲା ଦ୍ୱିତୀୟ ଲିଗ୍‌ ମ୍ୟାଚ ।

ପ୍ରଥମ ମ୍ୟାଚରେ ଓଡ଼ିଶା ୫ ୱିକେଟରେ ହରିଆଣା ଠାରୁ ପରାସ୍ତ ହେ।ଇଥିଲା।

ଆସନ୍ତାକାଲି ଓଡ଼ିଶା ବରୋଦାକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story