ଆହତ ପ୍ରେମିକ ପାଖରେ ଅବୁଝା ପ୍ରେମିକା: ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଭେଟଘାଟ

ବାଙ୍ଗାଲୋର:ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବାଙ୍ଗାଲୋର ଯାଇ ଆହତ ବିରାଟ କୋହଲିଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିଛନ୍ତି । ଅନୁଷ୍କା ବିରାଟଙ୍କୁ ଭେଟିବା ବେଳର ଫଟୋ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ଦିନ ପୂର୍ବରୁ ବିରାଟ୍‌ ଅଷ୍ଟ୍ରେଲିଆ ବିପକ୍ଷର ତୃତୀୟ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଆହତ କାରଣ ଯୋଗୁ ସେ କ୍ରିକେଟରୁ କିଛି ଦିନ ଧରି ଦୂରେଇ ରହିଛନ୍ତି। ଆଇପିଏଲ ଆରମ୍ଭ ହୋଇଥିଲେ ମଧ୍ୟ ବିରାଟ ଏପର୍ଯ୍ୟନ୍ତ ନିଜ ଟିମ୍‌ ରୟାଲ […]

anushka-virat-7591

anushka-virat-7591

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 06:48 PM IST

Sports

Latest News

ବାଙ୍ଗାଲୋର:ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବାଙ୍ଗାଲୋର ଯାଇ ଆହତ ବିରାଟ କୋହଲିଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିଛନ୍ତି । ଅନୁଷ୍କା ବିରାଟଙ୍କୁ ଭେଟିବା ବେଳର ଫଟୋ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ଦିନ ପୂର୍ବରୁ ବିରାଟ୍‌ ଅଷ୍ଟ୍ରେଲିଆ ବିପକ୍ଷର ତୃତୀୟ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଆହତ କାରଣ ଯୋଗୁ ସେ କ୍ରିକେଟରୁ କିଛି ଦିନ ଧରି ଦୂରେଇ ରହିଛନ୍ତି।

ଆଇପିଏଲ ଆରମ୍ଭ ହୋଇଥିଲେ ମଧ୍ୟ ବିରାଟ ଏପର୍ଯ୍ୟନ୍ତ ନିଜ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ୍‌ ବାଙ୍ଗାଲୋର ଦଳରେ ଯୋଗ ଦେଇ ନାହାନ୍ତିଁ। ହେଲେ ଅନୁଷ୍କା ବିରାଟଙ୍କୁ ବାଙ୍ଗାଲୋର ଯାଇ ଦେଖା କରିବା ପରେ ବିରାଟ୍‌ ହଠାତ୍ ଆସନ୍ତା ୧୪ତାରିଖ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଖେଳିବେ ବୋଲି ସୂଚନା ଦେଇଛନ୍ତି। ଯାହା ବିରାଟ କୋହଲିଙ୍କ ପ୍ରଶଂସକ ପାଇଁ ଏହି ଖୁସି ଆଣିଦେଇଛି। କିଛିଦନ ହେଲା ବିରାଟ- ଅନୁଷ୍କାଙ୍କ ଲଭଷ୍ଟୋରୀ ବେଶ୍‌ ଚର୍ଚ୍ଚିତ ହେବାକୁ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story