ଏହି ଜଣେ ବୋଲର ବିରାଟଙ୍କ ପାଇଁ ହୋଇପାରନ୍ତି ଘାତକ, ରହିବାକୁ ହେବ ସାବଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ଟିକିଆ ଦିନିକିଆ ସିରିଜରୁ ଭାରତ ଲଗାତାର ୩ଟି ମ୍ୟାଚରେ ବିଜୟ ହସଲ କରିବା ପରେ ଟିମ୍‌ର ମନୋବଳ ଏବେ ଦୃଢ ରହିଛି। ଆଜି ଟିମ୍‌ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସେପଟେ ଟେଷ୍ଟ ସିରିଜ ଜିତିବା ପରେ ଦକ୍ଷିଣ ଆଫ୍ରିକା କିନ୍ତୁ ଦିନିକିଆରେ ଫ୍ଲପ୍‌ ମାରିଥିଲା। ଭାରତୀୟ ଅଧିନାୟକ ବିରାଟ କୋହଲି ୩ଟି ମ୍ୟାଚ୍‌ରୁ ୨ଟି ଶତକ ହାସଲ କରିସାରିଲେଣି। ବିରାଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଭାରତ ଏପର୍ଯ୍ୟନ୍ତ […]

Virat-Kohli-Batting-620x400

Virat-Kohli-Batting-620x400

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ଟିକିଆ ଦିନିକିଆ ସିରିଜରୁ ଭାରତ ଲଗାତାର ୩ଟି ମ୍ୟାଚରେ ବିଜୟ ହସଲ କରିବା ପରେ ଟିମ୍‌ର ମନୋବଳ ଏବେ ଦୃଢ ରହିଛି। ଆଜି ଟିମ୍‌ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସେପଟେ ଟେଷ୍ଟ ସିରିଜ ଜିତିବା ପରେ ଦକ୍ଷିଣ ଆଫ୍ରିକା କିନ୍ତୁ ଦିନିକିଆରେ ଫ୍ଲପ୍‌ ମାରିଥିଲା। ଭାରତୀୟ ଅଧିନାୟକ ବିରାଟ କୋହଲି ୩ଟି ମ୍ୟାଚ୍‌ରୁ ୨ଟି ଶତକ ହାସଲ କରିସାରିଲେଣି। ବିରାଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଦିନିକିଆ ସିରିଜ ଜିତିନାହିଁ। ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତି ରେକର୍ଡ କରିବାକୁ ଯାଉଛି ଭାରତ। ଭାରତ ନିକଟରେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବା ପାଇଁ ମୌକା ରହିଛି।

ଏଭଳି ପରିସ୍ଥିତିରେ କୋହଲି ଦକ୍ଷିଣ ଆଫ୍ରିକାର କେ. ରବଦାଙ୍କ ବଲକୁ ସାବଧାନର ସହିତ ଖେଳିବାକୁ ହେବ। ଏଭଳି ବୟାନ ଦେଇଛନ୍ତି ପୂର୍ବ କ୍ରିକେଟର୍‌ ଗାଭାସ୍କର। ୪ର୍ଥ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟିମ୍‌ ପିଙ୍କ୍ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ପୂର୍ବ ରେକର୍ଡ ଅନୁସାରେ ପିଙ୍କ ଜର୍ସିରେ ଘରୋଇ ଦଳର ପ୍ରଦର୍ଶନ ଆକର୍ଷଣୀୟ ରହିଛି। ପିଙ୍କ ଜର୍ସିରେ ଘରୋଇ ଦଳ କୌଣସି ବି ମ୍ୟାଚ୍‌ ପରାସ୍ତ ହୋଇନାହିଁ। ଏହାସହ ଆଜି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡିଭିଲିୟର୍ସ ଟିମ୍‌କୁ ଫେରୁଥିବାରୁ ଘରୋଇ ଦଳର ମନୋବଳ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story