ଟିମ୍‌ ଇଣ୍ଡିଆର ବିଜୟକୁ ଏମିତି ପାଳିଲେ ବିରୁଷ୍କା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୨୮ ଜଣ ଅଧିନାୟକ ଅଷ୍ଟ୍ରେଲିଆ ମାଟିରେ ଯେଉଁ କାମ କରି ପାରି ନଥିଲେ ତାହା ୨୯ ତମ ଅଧିନାୟକ ଭାବେ ବିରାଟ୍‌ କୋହଲି କରି ଦେଖାଇଛନ୍ତି। ଅର୍ଥାତ ଭାରତ ତଥା ଏସିଆର ପ୍ରଥମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ପରାସ୍ତ କରି ସିରିଜ୍‌ ଜିତିଛନ୍ତି। ଭାରତର ଏହି ଐତିହାସିକ ବିଜୟ ପରେ ବିରାଟ୍‌ଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ସିଡ୍‌ନୀ ପଡ଼ିଆକୁ ଯାଇ ସ୍ୱାମୀଙ୍କ ସହ ଉତ୍ସବ ମନାଇ ଥିଲେ। […]

r

r

Hemant Lenka
  • Published: Tuesday, 08 January 2019
  • Updated: 08 January 2019, 04:32 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୨୮ ଜଣ ଅଧିନାୟକ ଅଷ୍ଟ୍ରେଲିଆ ମାଟିରେ ଯେଉଁ କାମ କରି ପାରି ନଥିଲେ ତାହା ୨୯ ତମ ଅଧିନାୟକ ଭାବେ ବିରାଟ୍‌ କୋହଲି କରି ଦେଖାଇଛନ୍ତି। ଅର୍ଥାତ ଭାରତ ତଥା ଏସିଆର ପ୍ରଥମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ପରାସ୍ତ କରି ସିରିଜ୍‌ ଜିତିଛନ୍ତି।

ଭାରତର ଏହି ଐତିହାସିକ ବିଜୟ ପରେ ବିରାଟ୍‌ଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ସିଡ୍‌ନୀ ପଡ଼ିଆକୁ ଯାଇ ସ୍ୱାମୀଙ୍କ ସହ ଉତ୍ସବ ମନାଇ ଥିଲେ। ତେବେ ବିରୁଷ୍କା ନାଁରେ ପରିଚିତ ବିରାଟ୍‌ ଓ ଅନୁଷ୍କା ଶର୍ମାଙ୍କ ସିରିଜ୍‌ ବିଜୟର ଉତ୍ସବ ସେତିକିରେ ସୀମିତ ହୋଇ ନଥିଲା।

ଉଭୟ ହୋଟେଲ୍‌ ରୁମ୍‌ରେ ମଧ୍ୟ ଭାରତର ବିଜୟକୁ ବେଶ ଭିନ୍ନ ଶୈଳୀରେ ପାଳନ କରିଥିଲେ। ହୋଟେଲ୍‌ ରୁମ୍‌ରେ ବିରାଟ୍‌ଙ୍କ ପାଇଁ ଅନୁଷ୍କା ଏକ କେକ୍‌ ଆଣିଥିଲେ।

ଯେଉଁଥିରେ ବିରାଟ୍‌ଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଲେଖାଯାଇଥିଲା। ଏହାପରେ ଉଭୟ କେକ୍‌କୁ କାଟିଥିଲେ। ପରେ ବିରାଟ୍‌ ବେଶ ଶ୍ରଦ୍ଧାରେ ପତ୍ନୀ ଅନୁଷ୍କାଙ୍କୁ ଏହା ଖୁଆଇ ଦେଇଥିଲେ। ଏହାର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story