ବିରାଟ୍ ଓ ଶଙ୍କର ଆଉଟ୍, ସଙ୍କଟରେ ଟିମ୍ ଇଣ୍ଡିଆ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହା ପରେ ବିରାଟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ବିରାଟ୍‌ ୬୭ ରନ୍ କରି ମହମ୍ମଦ ନବିଙ୍କ ଶିକାର ହୋଇଛନ୍ତି। ସେହିପରି ବିଜୟ ଶଙ୍କରଙ୍କୁ ରେହମତ ଶାହ […]

jj

jj

Hemant Lenka
  • Published: Saturday, 22 June 2019
  • Updated: 22 June 2019, 05:08 PM IST

Sports

Latest News

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହା ପରେ ବିରାଟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ବିରାଟ୍‌ ୬୭ ରନ୍ କରି ମହମ୍ମଦ ନବିଙ୍କ ଶିକାର ହୋଇଛନ୍ତି। ସେହିପରି ବିଜୟ ଶଙ୍କରଙ୍କୁ ରେହମତ ଶାହ ଆଉଟ୍ କରିଛନ୍ତି। ଶଙ୍କର ମାତ୍ର ୨୯ ରନ୍ କରିଥିଲେ।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚଳିତ ସିଜନରେ ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ତାଙ୍କ ପାର୍ଟନର୍ ଲୋକେଶ ରାହୁଲ ୩୦ ରନ୍ କରି ମହମ୍ମଦ ନବିଙ୍କ ଶିକାର ହୋଇଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩୨ ଓଭରରେ ୪ ୱିକେଟ୍ ହରାଇ ୧୩୮ ରନ୍ କରିଛି। ମହେନ୍ଦ୍ର ସିଂହ ଧୋନି ୪ ଓ କେଦାର ଯାଦବ ୨ ରନ କରି ଅପରାଜିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story