ବିରାଟଙ୍କ ଅଧିନାୟକତ୍ୱ ଉପରେ ଆଙ୍ଗୁଳି ଉଠାଇଲେ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତ୍ତୃତ୍ୱ ଉପରେ ଆଙ୍ଗୁଳି ଉଠାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌। ସେ କହିଛନ୍ତି ଯଦି ବିରାଟ ଭାରତୀୟ ଦଳର ଅଧିନାୟକ ପାଇଁ ଯୋଗ୍ୟ ତାହେଲେ ସେ ବେଶି ଦିନ ପାଇଁ ଏହି ପଦରେ ତିଷ୍ଟି ରହିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାର ଏକ ଟିଭି ଚ୍ୟାନେଲ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ମିଥ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ସ୍ମିଥ୍ କହିଛନ୍ତି ଯେ, ଯେତେବେଳେ ବିରାଟଙ୍କୁ ମୁଁ […]

kohali

kohali

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 09:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତ୍ତୃତ୍ୱ ଉପରେ ଆଙ୍ଗୁଳି ଉଠାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌। ସେ କହିଛନ୍ତି ଯଦି ବିରାଟ ଭାରତୀୟ ଦଳର ଅଧିନାୟକ ପାଇଁ ଯୋଗ୍ୟ ତାହେଲେ ସେ ବେଶି ଦିନ ପାଇଁ ଏହି ପଦରେ ତିଷ୍ଟି ରହିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାର ଏକ ଟିଭି ଚ୍ୟାନେଲ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ମିଥ୍ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସ୍ମିଥ୍ କହିଛନ୍ତି ଯେ, ଯେତେବେଳେ ବିରାଟଙ୍କୁ ମୁଁ ପଡ଼ିଆରେ ଦେଖେ ସେତେବେଳେ ମୋତେ ଲାଗେ କି ତାଙ୍କୁ ଭାରତୀୟ ଦଳରୁ କେହି ଜଣେ ଖେଳାଳି ଗଠନ ମୂଳକ ଭାବରେ ଚ୍ୟାଲେଞ୍ଜ କରିବା ଦରକାର। ତା’ହେଲେ ଯାଇ ବିରାଟଙ୍କ ନେତ୍ତୃତ୍ୱରେ ଉନ୍ନତି ଆସିପାରିବ। ସେ ଜଣେ ଦକ୍ଷ ଖେଳାଳି ଏଥିରେ ସନ୍ଦେହ ନାହିଁ। ସେ ତାଙ୍କ ଖେଳ ଉପରେ ଖୁବ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଜଣେ ଅଧିନାୟକ ହିସାବରେ ଦଳର ସମସ୍ତ ଖେଳାଳିଙ୍କୁ ନେଇ ଚାଲିବା ଦରକାର, ତାହା ହିଁ ଗୋଟେ ଅଧିନାୟକର କର୍ତ୍ତବ୍ୟ। ଏଥିରେ କୋହଲିଙ୍କୁ ଉନ୍ନତି ଆଣିବାକୁ ପଡ଼ିବ ବୋଲି।

ସ୍ମିଥ ଆହୁରି କହିଛନ୍ତି, ବେଳେବେଳେ ଖେଳରେ ବିରାଟଙ୍କ ପ୍ରତିକ୍ରିୟା ଅନ୍ୟ ଖେଳାଳିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଯଦି ଭାରତୀୟ ଦଳରେ କେହି ଜଣେ ଖେଳାଳି ବିରାଟଙ୍କୁ ଚ୍ୟାଲେଞ୍ଚ କରନ୍ତେ ତାହେଲେ ବିରାଟ୍‌ ହୁଏତ ଏହି ସମସ୍ୟା ବିଷୟରେ ଜାଣି ପାରନ୍ତେ।

ତିନିଟିକିଆ ଟେଷ୍ଟ ମ୍ୟାଚ୍‌ରେ ଦୁଇଟିରେ ହାରିବା ପରେ ଭାରତ ପ୍ରବଳ ସମାଲୋଚନାର ଶିକାର ହୋଇଥିଲା। କୋହଲି କେବଳ ଘରୋଇ ପଡ଼ିଆରେ ନିଜର ଚମତ୍କାରୀ ଅଧିନାୟକତ୍ୱ ସୀମିତ ରଖିଛନ୍ତି। ଶକ୍ତିଶାଳୀ ଟିମ ବିପକ୍ଷରେ ଭାରତ କେବଳ ଘରୋଇ ପଡ଼ିଆରେ ହିଁ ଭଲ ପ୍ରଦର୍ଶନ କରୁଛି ବୋଲି ଅନେକାଂଶରେ ସମାଲୋଚନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story