ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ ଏହି ରେକର୍ଡ କଲେ ବିରାଟ୍

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ମାରି ନୂଆ କୀର୍ତ୍ତିମାନ କରିଛନ୍ତି। ଚଳିତ ବିଶ୍ୱକପରେ ବିରାଟ୍ ଲଗାତାର ଚତୁର୍ଥଥର ୫୦ରୁ ଅଧିକ ରନ୍ କରିଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ କ୍ରମାଗତ ୪ ଅର୍ଦ୍ଧଶତକ ମାରି ରେକର୍ଡ କରିଛନ୍ତି। ଏହାଛଡ଼ା ସେ ବିଶ୍ୱ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି। କୋହଲି ଏବେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଓ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚଙ୍କ ରେକର୍ଡ ସହ ବରାବର […]

v

v

Hemant Lenka
  • Published: Thursday, 27 June 2019
  • Updated: 27 June 2019, 09:32 PM IST

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ମାରି ନୂଆ କୀର୍ତ୍ତିମାନ କରିଛନ୍ତି। ଚଳିତ ବିଶ୍ୱକପରେ ବିରାଟ୍ ଲଗାତାର ଚତୁର୍ଥଥର ୫୦ରୁ ଅଧିକ ରନ୍ କରିଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ କ୍ରମାଗତ ୪ ଅର୍ଦ୍ଧଶତକ ମାରି ରେକର୍ଡ କରିଛନ୍ତି। ଏହାଛଡ଼ା ସେ ବିଶ୍ୱ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି।

କୋହଲି ଏବେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଓ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚଙ୍କ ରେକର୍ଡ ସହ ବରାବର କରିନେଇଛନ୍ତି। ସ୍ମିଥ୍ (୨୦୦୭) ଓ ଫିଞ୍ଚ୍ (୨୦୧୯) ବିଶ୍ୱକପରେ ଲଗାତାର ଚାରିଥର ୫୦ରୁ ଅଧିକ ରନ୍ କରିଛନ୍ତି।

କୋହଲିଙ୍କ ପୂର୍ବରୁ ନବଜୋତ୍ ସିଂହ ସିଦ୍ଧୁ ୧୯୮୭ ଏବଂ ସଚିନ ତେନ୍ଦୁଲକର ୧୯୯୬ ଓ ୨୦୦୩ ବିଶ୍ୱକପରେ ଏହି କାରାନାମା କରିଥିଲେ। ଚଳିତ ବିଶ୍ୱକପରେ ବିରାଟ୍ ନିଜ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଏହା ପରେ ସେ ସବୁଯାକ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୮୨, ପାକିସ୍ତାନ ବିପକ୍ଷରେ ୭୭ ଏବଂ ଆଫଗାନିସ୍ତାନ ବିପକ୍ଷରେ ୬୭ ରନ୍ କରିଥିଲେ। ଆଜି ମ୍ୟାଚରେ ସେ ୭୨ ରନ୍ କରି ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story