ଏବେ ଅବସର ନେବେନି ଧୋନି!

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତର ଅଭିଯାନ ଶେଷ ହେବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ଅଟକଳ ଜାରି ରହିଛି। ଏପରିକି ଧୋନିଙ୍କ ମାତାପିତା ମଧ୍ୟ ତାଙ୍କୁ ଅବସର ପାଇଁ ପରାମର୍ଶ ଦେଇଛନ୍ତି। ଲାଗୁଥିଲା ଯେ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲ୍ ମୁକାବିଲା ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍, କିନ୍ତୁ ଏବେ ଖବର ମିଳିଛି ଯେ ଧୋନି ଏତେ ଶୀଘ୍ର ସନ୍ନ୍ୟାସ ନେବେ ନାହିଁ। ଭାରତୀୟ ଅଧିନାୟକ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ […]

ms

ms

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 10:15 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତର ଅଭିଯାନ ଶେଷ ହେବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ଅଟକଳ ଜାରି ରହିଛି। ଏପରିକି ଧୋନିଙ୍କ ମାତାପିତା ମଧ୍ୟ ତାଙ୍କୁ ଅବସର ପାଇଁ ପରାମର୍ଶ ଦେଇଛନ୍ତି। ଲାଗୁଥିଲା ଯେ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲ୍ ମୁକାବିଲା ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍, କିନ୍ତୁ ଏବେ ଖବର ମିଳିଛି ଯେ ଧୋନି ଏତେ ଶୀଘ୍ର ସନ୍ନ୍ୟାସ ନେବେ ନାହିଁ।

ଭାରତୀୟ ଅଧିନାୟକ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଚାହାନ୍ତି ଯେ, ଧୋନି ଆହୁରି ଖେଳନ୍ତୁ। କିନ୍ତୁ ସେ ଆହତ କାରଣରୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିପାରିବେ ନାହିଁ ବୋଲି ସୂଚନା ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଚୟନକର୍ତ୍ତା ଧୋନିଙ୍କ ସହ ବୈଠକ କରିବେ। ଏହା ପରେ ହିଁ ସେ ୱିଣ୍ଡିଜ୍ ଗସ୍ତ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ।

ରିପୋର୍ଟ ଅନୁଯାୟୀ, ଭାରତୀୟ ଅଧିନାୟକ ଓ ମୁଖ୍ୟ କୋଚଙ୍କ ଅନୁଯାୟୀ, ଧୋନି କ୍ରିକେଟ୍ ଖେଳିବା ଜାରି ରଖନ୍ତୁ। ପୂର୍ବରୁ ଲାଗୁଥିଲା ଯେ ଧୋନି ସନ୍ନ୍ୟାସ ପାଇଁ ଯୋଜନା କରୁଛନ୍ତି ଏବଂ ଏହି କାରଣରୁ ସେ ୱିଣ୍ଡିଜ୍ ଗସ୍ତରେ ଟିମ୍ ଇଣ୍ଡିଆ ସହ ରହିବେନି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିସିସିଆଇ ପକ୍ଷରୁ ମିଳିଥିବା ଖବର ମୁତାବକ, ଆହତ କାରଣରୁ ଧୋନି ୱିଣ୍ଡିଜ୍ ଗସ୍ତ କରିନପାରନ୍ତି। ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା।

ବିରାଟ୍ ଓ ଶାସ୍ତ୍ରୀ ଚାହାନ୍ତି ଯେ, ଧୋନି ଆଉ କିଛି ଦିନ ଟିମ୍ ସହ ରହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଭଲଭାବେ ପ୍ରସ୍ତୁତି କରିବାରେ ସହଯୋଗ କରନ୍ତୁ। ଅନ୍ୟପକ୍ଷରେ ଧୋନି ପୂର୍ବରୁ କହିସାରିଛନ୍ତି ଯେ, ଆସନ୍ତାବର୍ଷ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଆଇପିଏଲ୍ ଖେଳିବେ। ଯଦି ଧୋନି ଅବସର ନେବେ, ତାହେଲେ ସବୁ ଫର୍ମାଟକୁ ଅଲବିଦା କହିଦେବେ। ତେଣୁ ଏଥିରୁ ସ୍ପଷ୍ଟ ଯେ, ଧୋନି ୨୦୨୦ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story