ଆଫଗାନିସ୍ତାନ ମ୍ୟାଚ୍‌ ପୂର୍ବରୁ ଏକାଠି ନଜର ଆସିଲେ ବିରୁଷ୍କା

ଲଣ୍ଡନ: ଆଫ୍‌ଗାନିସ୍ତାନ ମ୍ୟାଚ୍‌ ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବୋଧେ ଷ୍ଟାଡିୟମରେ ଚିୟର କରିବାବେଳେ ଦେଖିବାକୁ ମିଳିବ। କାରଣ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଅନୁଷ୍କା ଇଂଲଣ୍ଡରେ ପହଞ୍ଚି ଯାଇଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ଦୁଇ ଦିନର ଛୁଟି ମିଳିଥିଲା। ଏହି ସମୟରେ ବିରାଟ ଓ ଅନୁଷ୍କା ଏକାଠି ଲଣ୍ଡନରେ ବୁଲୁଥିବା ଦେଖିବାକୁ ମିଳିଛି। ଲଣ୍ଡନର ଏକ ରାସ୍ତାରେ ଉଭୟ ବିରାଟ […]

ty

ty

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 05:44 PM IST

Sports

Latest News

ଲଣ୍ଡନ: ଆଫ୍‌ଗାନିସ୍ତାନ ମ୍ୟାଚ୍‌ ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବୋଧେ ଷ୍ଟାଡିୟମରେ ଚିୟର କରିବାବେଳେ ଦେଖିବାକୁ ମିଳିବ। କାରଣ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଅନୁଷ୍କା ଇଂଲଣ୍ଡରେ ପହଞ୍ଚି ଯାଇଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ଦୁଇ ଦିନର ଛୁଟି ମିଳିଥିଲା। ଏହି ସମୟରେ ବିରାଟ ଓ ଅନୁଷ୍କା ଏକାଠି ଲଣ୍ଡନରେ ବୁଲୁଥିବା ଦେଖିବାକୁ ମିଳିଛି।

ଲଣ୍ଡନର ଏକ ରାସ୍ତାରେ ଉଭୟ ବିରାଟ ଓ ଅନୁଷ୍କା କାର୍‌ ମଧ୍ୟରେ ପ୍ରବେଶ କରୁଥିବା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିସିସିଆଇ ଖେଳାଳିମାନେ ବିଶ୍ୱକପ୍‌ ବେଳେ ତାଙ୍କୁ ପରିବାର ଲୋକଙ୍କ ସହ ୧୫ ଦିନ ପାଇଁ ରହିପାରିବାର ଅନୁମତି ଦେଇଛି।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ହିଁ ଅନୁଷ୍କା ଲଣ୍ଡନ ଯାଇଥିବାରୁ ଏବେ ୧୫ ଦିନ ପାଇଁ ବିରାଟଙ୍କ ସହ ରହିପାରିବେ। ଅନୁଷ୍କାଙ୍କ ପୂର୍ବରୁ ରୋହିତ ଶର୍ମାଙ୍କ ପତ୍ନୀ ରିତିକା, ଧୋନିଙ୍କ ପତ୍ନୀ ସାକ୍ଷୀ ଓ ଶିଖର ଧୱନଙ୍କ ପତ୍ନୀ ଆୟେଶାଙ୍କୁ ଲଣ୍ଡନରେ ଦେଖିବାକୁ ମିଳିଥିଲା।

ଏମାନେ ଷ୍ଟାଡିୟମରେ ପହଞ୍ଚି ଟିମ୍‌ ଇଣ୍ଡିଆକୁ ଚିୟର କରିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ରୋହିତଙ୍କ ପରିବାର ଓ ଶିଖର ଧୱନଙ୍କ ପରିବାର ବର୍ଗଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story