ନଂ ୧ ସ୍ଥାନ ହରାଇଲେ ବୁମ୍ରା, ଶୀର୍ଷରେ ବିରାଟ ସ୍ଥିର

ଦୁବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟଲେସ ରହିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ବୁମ୍ରା ତଳକୁ ଖସିଯାଇଛନ୍ତି। ଦୀର୍ଘ ଦିନ ହେଲାଣି ନିଜର ବୋଲିଂ ଦକ୍ଷତା ପାଇଁ ବୁମ୍ରା ଆଇସିସି ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ରହିଥିଲେ। ହେଲେ ଏବେ ତାଙ୍କୁ ତଳକୁ ଖସିବାକୁ ପଡ଼ିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୂର୍ବଭଳି ଦିନିକିଆ ବ୍ୟାଟିଂ […]

y

y

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 04:20 PM IST

Sports

Latest News

ଦୁବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟଲେସ ରହିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ବୁମ୍ରା ତଳକୁ ଖସିଯାଇଛନ୍ତି। ଦୀର୍ଘ ଦିନ ହେଲାଣି ନିଜର ବୋଲିଂ ଦକ୍ଷତା ପାଇଁ ବୁମ୍ରା ଆଇସିସି ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ରହିଥିଲେ।

ହେଲେ ଏବେ ତାଙ୍କୁ ତଳକୁ ଖସିବାକୁ ପଡ଼ିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୂର୍ବଭଳି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ ନମ୍ବର ସ୍ଥାନରେ ସ୍ଥିର ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ବିରାଟଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ତଥାପି ସେ ୩ଟି ମ୍ୟାଚ୍‌ରେ ୭୫ ରନ କରିବାକୁ ସକ୍ଷମ ହୋଇଥିଲେ। ଏହାସତ୍ତ୍ୱେ ସେ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ବଜାୟୀ ରଖିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଖେଳି ନଥିବା ରୋହିତ ଶର୍ମା ପୂର୍ବଭଳି ୨ ନଂ ସ୍ଥାନରେ ରହିଛନ୍ତି। ଇଣ୍ଡିଆ ବିପକ୍ଷ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟସମ୍ୟାନ ରସ ଟେଲର ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୩ୟ ସ୍ଥାନରେ ପାକିସ୍ତାନର ବାବର ଆଜମ, ୫ମରେ ଫାଫ ଡୁପ୍ଲେସିସ, ୬ଷ୍ଠରେ ଡାଭିଡ ୱାର୍ଣ୍ଣର, ୭ମରେ କ୍ୱିଣ୍ଟନ ଡି’କକ, ୮ମରେ କେନ ୱିଲିୟମସନ, ୯ମରେ ଜୋ ରୁଟ ଓ ୧୦ମରେ ଆରୋନ ଫିଞ୍ଚ ରହିଛନ୍ତି।

ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ନ୍ୟୁଜିଲ୍ୟାଣ୍ତର ଟ୍ରେଣ୍ଟ ବୋଲ୍ଟ ପହଞ୍ଚି ଯାଇଛନ୍ତି। ସେ ଭାରତ ବିପକ୍ଷ ଦିନିକିଆ ସିରିଜ ଖେଳି ନଥିଲେ। ତଥାପି ବୁମ୍ରାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ବୋଲ୍ଟଙ୍କୁ ଫାଇଦା ଦେଇଛି। ଦ୍ୱିତୀୟରେ ବୁମ୍ରା, ତୃତୀୟରେ ମୁଜିବୁର ରେହମାନ, ୪ର୍ଥରେ କାଗିସୋ ରାବଡା, ୫ମରେ ପ୍ୟାଟ କମିନ୍ସ, ୬ଷ୍ଠରେ କ୍ରିସ ୱିକ୍ସ, ୭ମରେ ମହମ୍ମଦ ଆମୀର, ୮ମରେ ମିଚେଲ ଷ୍ଟାର୍କ, ୯ମରେ ମ୍ୟାଟ ହେନେରୀ ଓ ୧୦ରେ ଲକି ଫରଗୁସନ ରହିଛନ୍ତି।

ଅଲରାଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୩ଟି ସ୍ଥାନ ଉପରକୁ ଉଠି ୭ମରେ ପହଞ୍ଚି ଯାଇଛନ୍ତି। ଜାଡେଜା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ଦିନିକିଆରୁ ୨ଟିରେ ବ୍ୟାଟିଂ କରି ୬୩ ରନ କରିଥିଲେ। ସେହିପରି ସେ ବୋଲିଂରେ ୨ଟି ୱିକେଟ ନେଇଛନ୍ତି। ଅଲରାଉଣ୍ଡର ତାଲିକାର ଶୀର୍ଷରେ ଥିବା ବେନ ଷ୍ଟୋକ୍ସ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଏବେ ଶୀର୍ଷରେ ଆଫଗାନିସ୍ତାନର ମହମ୍ମଦ ନାବି ପହଞ୍ଚି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story