କୋହଲିଙ୍କ ପାଇଁ ଫ୍ରାନ୍ସରୁ ଆସେ ପାଣି

ନୂଆଦିଲ୍ଲୀ: ଫିଟ୍‌ନେସ୍ ମାମଲାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କୌଣସି ଫିଲ୍ମ ଷ୍ଟାରଙ୍କଠାରୁ କମ୍ ନୁହଁନ୍ତି। ସେ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତି। ଫିଟ୍‌ ରହିବା ପାଇଁ ସେ ସକାଳେ ଓ ସନ୍ଧ୍ୟାରେ ଜିମ୍ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଫିଟ୍‌ନେସ୍ ପାଇଁ ସେ ଖାଇବାରେ କଞ୍ଜୁଷୀ କରନ୍ତି ନାହିଁ। ତେବେ ଜଙ୍କ୍ ଫୁଡ୍ ଖାଆନ୍ତି ନାହିଁ। ରେସ୍ତୋରାଁ ଖାଦ୍ୟରେ ତାଙ୍କର କୌଣସି ରୁଚି ନାହିଁ। ସମୟ ମିଳିଲେ ସେ ଘରେ ତିଆରି […]

virat-kohli-virat-kohli-f

virat-kohli-virat-kohli-f

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 02:20 PM IST

Sports

Latest News

ନୂଆଦିଲ୍ଲୀ: ଫିଟ୍‌ନେସ୍ ମାମଲାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କୌଣସି ଫିଲ୍ମ ଷ୍ଟାରଙ୍କଠାରୁ କମ୍ ନୁହଁନ୍ତି। ସେ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତି। ଫିଟ୍‌ ରହିବା ପାଇଁ ସେ ସକାଳେ ଓ ସନ୍ଧ୍ୟାରେ ଜିମ୍ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଫିଟ୍‌ନେସ୍ ପାଇଁ ସେ ଖାଇବାରେ କଞ୍ଜୁଷୀ କରନ୍ତି ନାହିଁ। ତେବେ ଜଙ୍କ୍ ଫୁଡ୍ ଖାଆନ୍ତି ନାହିଁ। ରେସ୍ତୋରାଁ ଖାଦ୍ୟରେ ତାଙ୍କର କୌଣସି ରୁଚି ନାହିଁ। ସମୟ ମିଳିଲେ ସେ ଘରେ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ସେ ଘରୋଇ ଖାଦ୍ୟର ମଜା ନେଇ ପାରନ୍ତି ନାହିଁ।  କୋହଲି କହନ୍ତି ମନ ପୂରିବା ପର୍ଯ୍ୟନ୍ତ ଖାଇବା ଉଚିତ।

ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁ ନ ଥିବା କୋହଲି ବାହାର ପାଣି ମଧ୍ୟ ପିଇବାକୁ ପସନ୍ଦ କରନ୍ତି ନାହିଁ। ସେ ଏକ ଖାସ୍ ପ୍ରକାରର ପାଣି ପିଅନ୍ତି। କୁହାଯାଏ ସେ ଏଭିୟନ ପାଣି ପିଅନ୍ତି। ଏ ପାଣି ବହୁତ ମହଙ୍ଗା। ଏହାକୁ ସେ ଫ୍ରାନ୍ସରୁ ମଗାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story