ଟି-୨୦ ରାଙ୍କିଙ୍ଗ: ବିରାଟ ଉଠିଲେ, ରାହୁଲ ସ୍ଥିର

ଦୁବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପରେ ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ଜାରି କରାଯାଇଛି। ଜବରଦସ୍ତ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ପୂର୍ବଭଳି ୬ଷ୍ଠରେ ସ୍ଥିର ରହିଛନ୍ତି। ତେବେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବାମହାତୀ ଓପନର ଶିଖର ଧୱନ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ଶ୍ରୀଲଙ୍କା ବିପକ୍ଷ ୨ଟି ମ୍ୟାଚ୍‌ରେ ୪୫ ଓ ୫୪ ରନର ଇନିଂସ ଖେଳିଥିବା ରାହୁଲ ସିରିଜ୍‌ ପରେ ୨୬ ପଏଣ୍ଟ ପାଇଛନ୍ତି। […]

d

d

Hemant Lenka
  • Published: Saturday, 11 January 2020
  • Updated: 11 January 2020, 04:40 PM IST

Sports

Latest News

ଦୁବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପରେ ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ଜାରି କରାଯାଇଛି। ଜବରଦସ୍ତ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ପୂର୍ବଭଳି ୬ଷ୍ଠରେ ସ୍ଥିର ରହିଛନ୍ତି। ତେବେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବାମହାତୀ ଓପନର ଶିଖର ଧୱନ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ୨ଟି ମ୍ୟାଚ୍‌ରେ ୪୫ ଓ ୫୪ ରନର ଇନିଂସ ଖେଳିଥିବା ରାହୁଲ ସିରିଜ୍‌ ପରେ ୨୬ ପଏଣ୍ଟ ପାଇଛନ୍ତି। ଫଳରେ ତାଙ୍କ ମୋଟ ପଏଣ୍ଟ ସଂଖ୍ୟା ୭୬୦ରେ ପହଞ୍ଚି ଯାଇଛି। ସେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ଠାରୁ ମାତ୍ର ୫ ପଏଣ୍ଟ ଦୂରରେ ରହିଛନ୍ତି। ଦିନିକିଆ ଓ ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିବା ବିରାଟ ଟି-୨୦ ରାଙ୍କରେ ୯ ନଂ ସ୍ଥାନରେ ରହିଛି। ଧୱନ ଗୋଟିଏ ସ୍ଥାନ ଉପରକୁ ଉଠି ୧୫ ନଂରେ ପହଞ୍ଚିଥିବା ବେଳେ ତାଲିକାର ୧ ନଂ ସ୍ଥାନରେ ପାକିସ୍ତାନର ବାବର ଆଜମ ପୂର୍ବଭଳି ରହିଛନ୍ତି। ମନୀଷ ପାଣ୍ଡ ମଧ୍ୟ ୪ଟି ସ୍ଥାନ ଉପରକୁ ଉଠି ୭୦ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲରମାନେ ମଧ୍ୟ ଟି-୨୦ ରାଙ୍କିଙ୍ଗ ତାଲିକାରେ ଜବରଦସ୍ତ ଉନ୍ନତି ଘଟାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ମ୍ୟାନ ଅଫ ଦି ସିରିଜ୍‌ ପାଇଥିବା ନଭଦୀପ ସୈନି ସିଧା ୧୪୬ଟି ସ୍ଥାନ ଲମ୍ଫ ମାରି ବୋଲିଂ ରାଙ୍କିଙ୍ଗ ତାଲିକାର ୯୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଶେଷ ମ୍ୟାଚ୍‌ରେ ମ୍ୟାନ ଅଫ ଦି ମ୍ୟାଚ୍‌ ପାଇଥିବା ଶର୍ଦ୍ଦୁଲ ଠାକୁର ମଧ୍ୟ ୯୨ ସ୍ଥାନରେ ପହଞ୍ଚିଛନ୍ତି। ଯଶପ୍ରୀତ ବୁମ୍ରା ୮ଟି ସ୍ଥାନ ଉଠି ୩୯ ତମ ସ୍ଥାନରେ ଥିବା ବେଳେ ତାଲିକାର ୧ ନଂ ସ୍ଥାନରେ ଆଫଗାନିସ୍ତାନର ରଶିଦ ଖାନ ରହିଛନ୍ତି।

ଭାରତ ୨୦୨୦ର ପ୍ରଥମ ଟି-୨୦ ସିରିଜ୍‌ ଜିତି ୨ ପଏଣ୍ଟ ପାଇଛି। ହେଲେ ଦଳ ଏବେ ବି ରାଙ୍କିଙ୍ଗର ୫ମ ସ୍ଥାନରେ ରହିଛି। ପାକିସ୍ତାନ ୨୭୦ ପଏଣ୍ଟ ସହ ତାଲିକାର ୧ ନଂ ସ୍ଥାନରେ ଥିବା ବେଳେ ୨୬୯ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଛି।

୨୬୫ ପଏଣ୍ଟ ସହ ତୃତୀୟରେ ଇଂଲଣ୍ଡ, ୨୬୨ ପଲଣ୍ଟ ସହ ୪ର୍ଥରେ ଦକ୍ଷିଣ ଆଫ୍ରିକା, ୨୫୨ ପଏଣ୍ଟ ସହ ୬ଷ୍ଠରେ ନ୍ୟୁଜିଲ୍ୟାଣ୍ଡ। ଶ୍ରୀଲଙ୍କା ଗତକାଲି ଭାରତ ବିପକ୍ଷ ଟି-୨୦ ସିରିଜ ହାରିବାରୁ ଦଳକୁ ୨ ପଏଣ୍ଟ ହରାଇବାକୁ ପଡ଼ିଛି।

ଏବେ ଦଳ ଆଫଗାନିସ୍ତାନ ସହ ସମାନ ଭାବେ ୨୩୬ ପଏଣ୍ଟରେ ରହିଛି। କିନ୍ତୁ ମ୍ୟାଚ୍‌ ଦୃଷ୍ଟିରୁ ବିଚାରକୁ ନେଇ ଆଫଗାନିସ୍ତାନ ୭ମ ଓ ଶ୍ରୀଲଙ୍କା ୮ମ ସ୍ଥାନରେ ରହିଛି। ୯ମରେ ବାଂଲାଦେଶ ଓ ୧୦ମ ସ୍ଥାନରେ ୱେଷ୍ଟଇଣ୍ଡିଜ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story