ରୋହିତଙ୍କ ସମ୍ପର୍କରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଏମିତି କହିଲେ ବିରାଟ

ପୁଣେ: ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରିଥିବା ରୋହିତ ଶର୍ମାଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଏଭଳି ସ୍ଥିତିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଟେଷ୍ଟରେ ରୋହିତ କ’ଣ କରିବେ, ସେ ବିଷୟରେ କେହି ବି ଫୋକସ କରିବା ଉଚିତ ନୁହେଁ। ସେ ବହୁତ ଚମତ୍କାର ବ୍ୟାଟିଂ କରିଛନ୍ତି। ତାଙ୍କୁ […]

r

r

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 03:08 PM IST

Sports

Latest News

ପୁଣେ: ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରିଥିବା ରୋହିତ ଶର୍ମାଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଏଭଳି ସ୍ଥିତିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, “ଟେଷ୍ଟରେ ରୋହିତ କ’ଣ କରିବେ, ସେ ବିଷୟରେ କେହି ବି ଫୋକସ କରିବା ଉଚିତ ନୁହେଁ। ସେ ବହୁତ ଚମତ୍କାର ବ୍ୟାଟିଂ କରିଛନ୍ତି। ତାଙ୍କୁ ଟପ୍‌ ଅର୍ଡରେ ବ୍ୟାଟିଂ କରିବାର ମଜା ଉପଭୋଗ କରିବାକୁ ଦିଅନ୍ତୁ। ଦିନିକିଆ ଓ ଟି-୨୦ରେ ସେ ଯେମିତି ବ୍ୟାଟିଂ କରୁଥିଲେ ଏବେ ସେଭଳି ବ୍ୟାଟିଂ କରିବାକୁ ତାଙ୍କୁ ଛଡ଼ା ଯାଉ।

ସେ ଭଲ ଫର୍ମରେ ଅଛନ୍ତି। ସେ ସବୁଠାରୁ ଭଲ ଖେଳୁଛନ୍ତି। ତେଣୁ ଟେଷ୍ଟରେ ରୋହିତ କ’ଣ କରିବେ, ସେ ବିଷୟରେ କେହି ବି ଅଧିକ ଚିନ୍ତା କରନ୍ତୁ ନାହିଁ। ପ୍ରଥମ ଟେଷ୍ଟରେ ରୋହିତ ବେଶ ରିଲାକ୍ସ ଥିଲେ। ଏହା ସବୁଠାରୁ ବଡ଼ କଥା।

ଦୀର୍ଘବର୍ଷ ଧରି ସେ ହାସଲ କରିଥିବା ଅଭିଜ୍ଞତାକୁ ପ୍ରଥମ ଟେଷ୍ଟରେ ଉପଯୋଗ କରିଥିଲେ। ରୋହିତ ଟପ୍‌ ଅର୍ଡରେ ବ୍ୟାଟିଂ କରିବା ଆମ ପାଇଁ ବୋନସ। ଦ୍ୱିତୀୟ ଇନିଂସରେ ସେ ଯେଉଁଭଳି ଦ୍ରୁତ ଗତିରେ ବ୍ୟାଟିଂ କଲେ, ତା’ହା ଦଳକୁ ବେଶ ସହାୟତା ହୋଇଥିଲା। ସେ ଟପ୍‌ ଅର୍ଡରେ ଭଲ ଖେଳିଲେ, ଆମ ବିଜୟ ରାସ୍ତା ଆହୁରି ସ୍ପଷ୍ଟ ହେବ। ଆମେ ତାଙ୍କ ପାଇଁ ବେଶ ଖୁସି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story