ଭାରତକୁ ସତୁରୀ ଦଶକର ଏହି ଟିମ୍ ସହ ତୁଳନା କଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ ବିରାଟ ସେନାକୁ ସତୁରୀ ଦଶକର ୱେଷ୍ଟଇଣ୍ଡିଜ୍ ଟିମ୍ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଅଧିକାଂଶ ଟିମ୍ ଭାରତକୁ ଭୟ କରୁଛନ୍ତି। ଆଇସିସି ପାଇଁ ନିଜର ସ୍ତମ୍ଭ ଲେଖି ଶ୍ରୀକାନ୍ତ କହିଛନ୍ତି, ଭାରତର ଏହି ଟିମ୍ ସତୁରୀ ଦଶକର ୱେଷ୍ଟଇଣ୍ଡିଜ୍ ଟିମ୍ ଭଳି ଆଗକୁ ବଢ଼ିବାରେ ଲାଗିଛି। ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ […]

srik

srik

Hemant Lenka
  • Published: Monday, 17 June 2019
  • Updated: 17 June 2019, 10:13 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ ବିରାଟ ସେନାକୁ ସତୁରୀ ଦଶକର ୱେଷ୍ଟଇଣ୍ଡିଜ୍ ଟିମ୍ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଅଧିକାଂଶ ଟିମ୍ ଭାରତକୁ ଭୟ କରୁଛନ୍ତି।

ଆଇସିସି ପାଇଁ ନିଜର ସ୍ତମ୍ଭ ଲେଖି ଶ୍ରୀକାନ୍ତ କହିଛନ୍ତି, ଭାରତର ଏହି ଟିମ୍ ସତୁରୀ ଦଶକର ୱେଷ୍ଟଇଣ୍ଡିଜ୍ ଟିମ୍ ଭଳି ଆଗକୁ ବଢ଼ିବାରେ ଲାଗିଛି। ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିରୋଧୀ ଟିମ୍ ମନୋବୈଜ୍ଞାନିକ ଚାପରେ ରହୁଛି। କିଛି ଟିମ୍ ଭାରତକୁ ସାମ୍ନା କରିବା ନେଇ ଚିନ୍ତିତ ହେଉଛନ୍ତି ଏବଂ ଏହାର ପ୍ରଭାବରେ ସେମାନେ ବ୍ୟାକଫୁଟକୁ ଚାଲିଯାଉଛନ୍ତି।

ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ ଭଳି ମଜଭୁତ୍ ଟିମକୁ ହରାଇଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଶ୍ରୀକାନ୍ତ ଲୋକେଶ ରାହୁଲଙ୍କୁ ପ୍ରଶଂସା କରି କହିଛନ୍ତି, "ରୋହିତ୍ ଶର୍ମା ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍, ତାହା ସମସ୍ତଙ୍କୁ ଜଣା। କିନ୍ତୁ ମୋ ନଜରରେ ପାକିସ୍ତାନ ବିପକ୍ଷରେ ରାହୁଲଙ୍କ ଇନିଂସ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମ୍ୟାଚ୍ ପୂର୍ବରୁ ସବୁଠାରୁ ଚିନ୍ତା ଥିଲା ଯେ, ଶିଖର ଧୱନଙ୍କ ବିନା ଟିମ୍ କେମିତି ପ୍ରଦର୍ଶନ କରିବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ରନ୍ କରିଛନ୍ତି। ରୋହିତ୍ ଓ ରାହୁଲ ଶତକୀୟ ଭାଗୀଦାରୀ ଏବଂ କ୍ୟାପଟେନ୍ ବିରାଟ୍ ମଧ୍ୟ ଜବରଦସ୍ତ ଇନିଂସ୍ ଖେଳିବା ପାଇଁ ଭାରତ ଶୁଭ ଖବର।'

ଫକର ଜମାନ୍ ଓ ବାବର ଆଜମଙ୍କ ୱିକେଟ୍ ନେଇଥିବା ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ବୋଲିଂକୁ ବେଶ୍ ପ୍ରଶଂସା କରିଛନ୍ତି ଶ୍ରୀକାନ୍ତ। ସେ କହିଛନ୍ତି, "ଏହି ମ୍ୟାଚ୍ ପୂର୍ବରୁ କୁଲଦୀପଙ୍କ ଫର୍ମକୁ ନେଇ ସମସ୍ତେ ଚିନ୍ତାରେ ଥିଲେ, କିନ୍ତୁ ସେ ଦମଦାର ବୋଲିଂ କରିଥିଲେ। ବାବରଙ୍କୁ ସେ ଯେଉଁ ବଲରେ ଆଉଟ୍ କଲେ, ତାହା ଅତି ଚମତ୍କାର ଥିଲା। ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ମଧ୍ୟ ଭଲ ବୋଲିଂ କରୁଛନ୍ତି। ଇଂଲଣ୍ଡରେ ବର୍ତ୍ତମାନ ସବୁକିଛି ଠିକଠାକ୍ ଚାଲିଛି ଏବଂ ପ୍ରଶଂସକ ମଧ୍ୟ ବହୁତ ଖୁସି ଅଛନ୍ତି।'

ଶେଷରେ ଶ୍ରୀକାନ୍ତ ପାକିସ୍ତାନ ଟିମ୍ ସମ୍ବନ୍ଧରେ କହିଛନ୍ତି, ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ବଡ଼ ଭୁଲ୍ କରିଥିଲା । ଏହି ମ୍ୟାଚରେ ଭାରତ ଅପେକ୍ଷା ପାକିସ୍ତାନ ଉପରେ ଅଧିକ ଚାପ ଥିଲା। ଯଦି ପାକିସ୍ତାନ ଭାରତ ଭଳି ଏହି ମ୍ୟାଚକୁ ସାଧାରଣ ଭାବି ଖେଳିଥାନ୍ତା, ତାହେଲେ ଫଳାଫଳ ଭିନ୍ନ ହୋଇପାରିଥାନ୍ତା। ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଚାପକୁ ଯଦି ନିୟନ୍ତ୍ରଣରେ କରିପାରିଲ, ତାହେଲେ ସଫଳତା ନିଶ୍ଚିତ ମିଳିବ ବୋଲି ଶ୍ରୀକାନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story