ଅନୁଷ୍କାଙ୍କୁ ଚୟନକର୍ତ୍ତା ଦେଇଥିଲେ କି ଚା’, ମୁହଁ ଖୋଲିଲେ ବିରାଟ

ନୂଆଦିଲ୍ଲୀ: କ’ଣ ୨୦୧୯ ବିଶ୍ୱକପ ବେଳେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଚୟନକର୍ତ୍ତା କ’ଣ ଚା’ ଦେଉଥିଲେ? ପୂର୍ବତନ କ୍ରିକେଟର ଫାରୁକ ଇଞ୍ଜିନିୟର ଏଭଳି ସାଂଘାତିକ ଅଭିଯୋଗ ଆଣି ଝଡ଼ ସୃଷ୍ଟି କରିଥିବା ବେଳେ ଆଜି ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖୋଦ ବିରାଟ। ସେ କହିଛନ୍ତି, “ଏହା ନିଶ୍ଚିତ ଏକ ନିନ୍ଦନୀୟ ଘଟଣା। ଏହି ଖବରରେ କୌଣସି ସତ୍ୟତା ନାହିଁ। ମ୍ୟାଚ୍‌ ବେଳେ […]

dc

dc

Hemant Lenka
  • Published: Saturday, 30 November 2019
  • Updated: 30 November 2019, 08:39 PM IST

Sports

Latest News

ନୂଆଦିଲ୍ଲୀ: କ’ଣ ୨୦୧୯ ବିଶ୍ୱକପ ବେଳେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଚୟନକର୍ତ୍ତା କ’ଣ ଚା’ ଦେଉଥିଲେ? ପୂର୍ବତନ କ୍ରିକେଟର ଫାରୁକ ଇଞ୍ଜିନିୟର ଏଭଳି ସାଂଘାତିକ ଅଭିଯୋଗ ଆଣି ଝଡ଼ ସୃଷ୍ଟି କରିଥିବା ବେଳେ ଆଜି ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖୋଦ ବିରାଟ।

ସେ କହିଛନ୍ତି, “ଏହା ନିଶ୍ଚିତ ଏକ ନିନ୍ଦନୀୟ ଘଟଣା। ଏହି ଖବରରେ କୌଣସି ସତ୍ୟତା ନାହିଁ। ମ୍ୟାଚ୍‌ ବେଳେ ଅନୁଷ୍କା ଫ୍ୟାମିଲି ବକ୍ସରେ ବସିଥିଲେ। ତାଙ୍କ ପାଖରେ କୌଣସି ଚିୟନକର୍ତ୍ତା ନଥିଲେ। ମୋ ପତ୍ନୀ ବହୁତ ସଫଳତା ପାଇଛନ୍ତି। ତେଣୁ ତାଙ୍କୁ ନେଇ ଏଭଳି ଅପପ୍ରଚାର କରାଯାଉଛି।

ଅନୁଷ୍କା ବିଶ୍ୱକପରେ କେବଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଷ୍ଟାଡିୟମକୁ ଆସିଥିଲେ। ଫ୍ୟାମିଲି ବକ୍ସ ଓ ଚୟନକର୍ତ୍ତା ବକ୍ସ ଅଲଗା ଅଲଗା। ଅନୁଷ୍କା ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ମ୍ୟାଚ ଦେଖିବାକୁ ଆସିଥିଲେ।”

ଫାରୁକ ଅଭିଯୋଗ କରିବା ପରେ ଅନୁଷ୍କା ମଧ୍ୟ ଟ୍ୱିଟ ଯୋଗେ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, “ଦୟା କରି ବିବାଦ ମଧ୍ୟକୁ ମୋ ନାଁକୁ ଟଣା ନ ଯାଉ। ମୋତେ ଷ୍ଟାଡିୟମରେ କେହି କେବି ବି ଚା’ ଦେଇନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story