ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ତାଙ୍କୁ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିରାଟ୍ ପୂରା ଟୁର୍ ପାଇଁ ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଯିବେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଟିମର ଚୟନ କରାଯିବ। ଟିମ୍ ଇଣ୍ଡିଆ ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ। ଭାରତ ଏହି […]

virat

virat

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 09:10 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ତାଙ୍କୁ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିରାଟ୍ ପୂରା ଟୁର୍ ପାଇଁ ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଯିବେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଟିମର ଚୟନ କରାଯିବ। ଟିମ୍ ଇଣ୍ଡିଆ ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ। ଭାରତ ଏହି ଗସ୍ତରେ ତିନୋଟି ଲେଖାଏ ଟି-୨୦ ଓ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ।

ବିଶ୍ୱକପ୍ ପରାଜୟ ପରେ ବିରାଟ୍ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା। ବିସିସିଆଇ ଏହା ପୂର୍ବରୁ ବିରାଟ୍ ଓ ଯଶପ୍ରୀତ ବୁମ୍ରାଙ୍କୁ ସୀମିତ ଓଭର ସିରିଜରୁ ବିଶ୍ରାମ ଦେବା ନେଇ ଯୋଜନା କରିଥିଲା। ଏଥିସହ ରୋହିତ୍ ଶର୍ମାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଏବଂ ଟି-୨୦ ସିରିଜ୍ ପାଇଁ ଅଧିନାୟକ କରାଯିବା ପ୍ରାୟତଃ ନିଶ୍ଚିତ ଲାଗୁଥିଲା। କିନ୍ତୁ ଏବେ ବିରାଟ୍ ପୂରା ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ।

ଭାରତର ଅଷ୍ଟ୍ରେଲିଆ ଗସ୍ତ ପରେ ବିରାଟ୍ ବିନା ଆରାମରେ ଲଗାତାର ଖେଳିଆସୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜରେ ନେତୃତ୍ୱ ନେବା ପୂର୍ବରୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଥିଲା। ୱେଷ୍ଟଇଣ୍ଡିଜ୍ ଗସ୍ତରେ ବିରାଟଙ୍କ ଉପସ୍ଥିତି ଭାରତୀୟ ବ୍ୟାଟିଂକ୍ରମକୁ ମଜଭୁତ୍ କରିବ, କାରଣ ଭାରତୀୟ ଟିମର ବ୍ୟାଟିଂ ବିରାଟ୍ ଓ ରୋହିତଙ୍କ ଉପରେ ଅଧିକ ନିର୍ଭରଶୀଳ।

ସୂଚନାଯୋଗ୍ୟ, ବିରାଟ୍ ୨୦୧୯ ବିଶ୍ୱକପରେ ଗୋଟିଏ ବି ଶତକ ମାରିନଥିଲେ। କିନ୍ତୁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ୯ ମ୍ୟାଚରେ ୫୫.୩୮ ହାରରେ ୪୪୩ ରନ୍ କରିଥିଲେ। ଏହା ମଧ୍ୟରେ ତାଙ୍କର ଷ୍ଟ୍ରାଇକରେଟ୍ ୯୪.୦୬ ରହିଥିଲା ଏବଂ ସେ ଭାରତ ପକ୍ଷରୁ ଲଗାତାର ୫ଟି ଅର୍ଦ୍ଧଶତକ ମଧ୍ୟ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story