ଡ୍ରାଭିଡ୍‌ଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍‌, ଜାଣନ୍ତୁ କେମିତି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ୍‌ କୋହଲି ଆଉ ଏକ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେ ଗୁରୁତ୍ୱପୂର୍ଣ୍ଣ ୮୨ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ ଏଭଳି ଇନିଂସ୍‌ ଖେଳି ୧୬ ବର୍ଷ ତଳେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ରାହୁଲ ଡ୍ରାଭିଡ୍‌ କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ବର୍ଷରେ ବିଦେଶ ମାଟିରେ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର […]

v

v

Hemant Lenka
  • Published: Thursday, 27 December 2018
  • Updated: 28 December 2018, 08:41 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ୍‌ କୋହଲି ଆଉ ଏକ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେ ଗୁରୁତ୍ୱପୂର୍ଣ୍ଣ ୮୨ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ ଏଭଳି ଇନିଂସ୍‌ ଖେଳି ୧୬ ବର୍ଷ ତଳେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ରାହୁଲ ଡ୍ରାଭିଡ୍‌ କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଗୋଟିଏ ବର୍ଷରେ ବିଦେଶ ମାଟିରେ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର ବନିବାରେ ବିରାଟ୍‌ ଆଜି ରାହୁଲଙ୍କୁ ପଛରେ ପକାଇ ଦେଇଛନ୍ତି। ଡ୍ରାଭିଡ୍‌ ଗୋଟିଏ କ୍ୟାଲେଣ୍ଡର ବର୍ଷ(୨୦୦୨)ରେ ବିଦେଶ ମାଟିରେ ୧୧୩୭ ରନ୍‌ କରିଥିବା ବେଳେ ବିରାଟ୍‌ ଆଜିର ଇନିଂସ୍‌ ପରେ ୧୧୩୮ ରନରେ ପହଞ୍ଚି ଯାଇଛନ୍ତି।

ବିରାଟ୍‌ ଓ ଡ୍ରାଭିଡ୍‌ଙ୍କ ପଛକୁ ମହିନ୍ଦର ଅମରନାଥ ୧୯୮୩ରେ ୧୦୬୫ ଏବଂ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗଭାସ୍କର୧୯୭୧ରେ ୯୧୮ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story