ଗଳି କ୍ରିକେଟ ଖେଳିଲେ ବିରାଟ, ଦେଖନ୍ତୁ ଭିଡିଓ

ଇନ୍ଦୋର: ଆସନ୍ତା ୧୪ ତାରିଖରୁ ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଟି-୨୦ ସିରିଜରେ ବିଶ୍ରାମ ନେଇଥିବା ଟିମ୍‌ର ନିୟମିତ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍‌ରେ କମବ୍ୟାକ କରିବେ। ତେବେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବିରାଟଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ମ୍ୟାଚ୍‌ ପାଇଁ ସେ ଅନ୍ୟ ଖେଳାଳିଙ୍କ ଭଳି ଇନ୍ଦୋର ପଡ଼ିଆ କିମ୍ବା ନେଟ୍ସରେ ବ୍ୟାଟିଂ କରିନାହାନ୍ତି ବରଂ ତାଙ୍କୁ ଗଳି କ୍ରିକେଟରେ ଦେଖିବାକୁ ମିଳିଛି। […]

cc

cc

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 06:53 PM IST

Sports

Latest News

ଇନ୍ଦୋର: ଆସନ୍ତା ୧୪ ତାରିଖରୁ ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଟି-୨୦ ସିରିଜରେ ବିଶ୍ରାମ ନେଇଥିବା ଟିମ୍‌ର ନିୟମିତ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍‌ରେ କମବ୍ୟାକ କରିବେ। ତେବେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବିରାଟଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି।

ମ୍ୟାଚ୍‌ ପାଇଁ ସେ ଅନ୍ୟ ଖେଳାଳିଙ୍କ ଭଳି ଇନ୍ଦୋର ପଡ଼ିଆ କିମ୍ବା ନେଟ୍ସରେ ବ୍ୟାଟିଂ କରିନାହାନ୍ତି ବରଂ ତାଙ୍କୁ ଗଳି କ୍ରିକେଟରେ ଦେଖିବାକୁ ମିଳିଛି। ସେ ଛୋଟଛୋଟ ପିଲାଙ୍କ ସହ ମିଶି ରାସ୍ତାରେ କ୍ରିକେଟ ଖେଳୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଅନୁଯାୟୀ, ଇନ୍ଦୋରର ଏକ ଆବାସିକ ଅଞ୍ଚଳରେ ଛୋଟଛୋଟ ପିଲା ଖେଳୁଥିବା ବେଳେ ହଠାତ୍‌ ସେଠାରେ ବିରାଟ ପହଞ୍ଚି ଯାଇଥିଲେ। ଏହାପରେ ସେ ପିଲାଙ୍କ ସହ ମିଶି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତେବେ ଏହା ଏକ ବିଜ୍ଞାପନ ଶୁଟିଂର ଅଂଶବିଶେଷ ବୋଲି ଜଣାପଡ଼ିଛି। ଜିନ୍ସ ଓ କାଜୁଆଲ ଶାର୍ଟ ପିନ୍ଧିଥିବା ବିରାଟ ବ୍ୟାଟିଂ କରୁଥିବା ଦୃଶ୍ୟ ଏଥିରେ ରହିଛି।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story