ପିଙ୍କ ବଲରେ ପ୍ରଥମ ଶତକ ମାରି ରିକି ପଣ୍ଟିଂଙ୍କୁ ପଛରେ ପକାଇଲେ ବିରାଟ

କୋଲକାତା: ଭାରତ ପ୍ରଥମଥର ପାଇଁ ଫିଙ୍କ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଛନ୍ତି। ଐତିହାସିକ ଇଡେନ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ବିରାଟ ଶତକ ହାସଲ କରି ଭାରତ ପାଇଁ ରେକର୍ଡ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୭ତମ ଶତକ। ଆଜିର ଶତକ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି। […]

x

x

Hemant Lenka
  • Published: Saturday, 23 November 2019
  • Updated: 23 November 2019, 03:27 PM IST

Sports

Latest News

କୋଲକାତା: ଭାରତ ପ୍ରଥମଥର ପାଇଁ ଫିଙ୍କ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଛନ୍ତି। ଐତିହାସିକ ଇଡେନ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ବିରାଟ ଶତକ ହାସଲ କରି ଭାରତ ପାଇଁ ରେକର୍ଡ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୭ତମ ଶତକ।

ଆଜିର ଶତକ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବରୁ ପଣ୍ଟିଂ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିଥିବା ଅଧିନାୟକଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ। ହେଲେ ବିରାଟ ଆଜି ତାଙ୍କ ଠାରୁ ସେହି ସ୍ଥାନ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛନ୍ତି।

କ୍ୟାପ୍ଟେନ ଭାବେ ବିରାଟ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ମ୍ୟାଚ୍‌ରେ ୨୦ଟି ଶତକ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ ୨୫ଟି ଶତକ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଟେଷ୍ଟରେ ସର୍ବାଧିକ ଶତକ ହାସଲକାରୀ ଖେଳାଳିଙ୍କ ତାଲିକାରେ ବିରାଟ ୧୭ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ବ୍ୟତୀତ ୨୭ଟି ଶତକ ସହ ଗ୍ରେମ ସ୍ମିଥ ଓ ଅଷ୍ଟ୍ରେଲିଆର ଆଲାନ ବର୍ଡର ମଧ୍ୟ ଯୁଗ୍ମ ଭାବେ ୧୭ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ୫୧ଟି ଶତକ ସହ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀ ତାଲିକାରେ ବିରାଟ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏପରି କରିବାରେ ସଚିନ ତେନ୍ଦୁଲକର ୧ ନଂ ଓ ପଣ୍ଟିଂ ଦୁଇ ନମ୍ବର ସ୍ଥାନରେ ରହିଛନ୍ତି। ବିରାଟ ୪୩୮ଟି ଇନିଂସ୍‌ରେ ୭୦ଟି ଶତକ ହାସଲ କରିଥିବା ବେଳେ ପଣ୍ଟିଂ ୬୬୮ଟି ଇନିଂସ୍‌ରେ ୭୧ଟି ଶତକ ହାସଲ କରିଛନ୍ତି। ସେହିପରି ସଚିନ ତେନ୍ଦୁଲକର ୭୮୨ଟି ଇନିଂସ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ କରିଛନ୍ତି।

ଅଧିନାୟକ ଭାବେ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୪୧ଟି ଶତକ ହାସଲ କରି ରିକି ପଣ୍ଟିଂଙ୍କ ରେକର୍ଡ ସମକକ୍ଷ ମଧ୍ୟ ହୋଇଛନ୍ତି।

ଆଜି ବିରାଟ ୧୫୯ଟି ବଲରେ ୧୨ଟି ଚୌକା ସହ ନିଜର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଏହି ଶତକ ପରେ ବାଂଲାଦେଶ ବିପକ୍ଷ ପିଙ୍କ ବଲ ଟେଷ୍ଟ ଏବେ ଭାରତର ହାତ ମୁଠାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story