ବ୍ରାଣ୍ଡ ଭାଲ୍ୟୁରେ ମେସିଙ୍କୁ ପଛରେ ପକାଇଲେ କୋହଲି: ଜାଣନ୍ତୁ ବିରାଟଙ୍କ ଉପରେ କିଏ ଅଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଲୋକପ୍ରିୟତା ଦିନୁକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କ ଲୋକପ୍ରିୟତା ଆଗରେ ବିଶ୍ୱର ଅନେକ ପ୍ରସିଦ୍ଧ ସ୍ପୋର୍ଟ୍ସ ପର୍ସନ ମଧ୍ୟ ପଛରେ ପଡିଯାଇଛନ୍ତି। ଏହି ନିକଟରେ ପ୍ରକାଶ ପାଇଛି ବିଶ୍ୱର ଟପ୍‌ ସ୍ପୋର୍ଟ୍ସ ପର୍ସନଙ୍କ ତାଲିକା। ଯେଉଁଥିରେ ପ୍ରକାଶ ପାଇଥିଲା କେଉଁ ଖେଳାଳିଙ୍କ ବ୍ରାଣ୍ଡ ଭାଲ୍ୟୁ କେତେ। ଏହି ତାଲିକାରେ ଅର୍ଜେଣ୍ଟିନାର ଫୁଟବଲ ତାରକା ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି। ବ୍ରାଣ୍ଡ ଭାଲ୍ୟୁ ତାଲିକାରେ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଲୋକପ୍ରିୟତା ଦିନୁକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କ ଲୋକପ୍ରିୟତା ଆଗରେ ବିଶ୍ୱର ଅନେକ ପ୍ରସିଦ୍ଧ ସ୍ପୋର୍ଟ୍ସ ପର୍ସନ ମଧ୍ୟ ପଛରେ ପଡିଯାଇଛନ୍ତି। ଏହି ନିକଟରେ ପ୍ରକାଶ ପାଇଛି ବିଶ୍ୱର ଟପ୍‌ ସ୍ପୋର୍ଟ୍ସ ପର୍ସନଙ୍କ ତାଲିକା। ଯେଉଁଥିରେ ପ୍ରକାଶ ପାଇଥିଲା କେଉଁ ଖେଳାଳିଙ୍କ ବ୍ରାଣ୍ଡ ଭାଲ୍ୟୁ କେତେ। ଏହି ତାଲିକାରେ ଅର୍ଜେଣ୍ଟିନାର ଫୁଟବଲ ତାରକା ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି। ବ୍ରାଣ୍ଡ ଭାଲ୍ୟୁ ତାଲିକାରେ ବିରାଟ୍‌ ଶ୍ରେଷ୍ଠ ୭ ନମ୍ବର ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଟେନିସ୍ ତାରକା ରୋଜର୍‌ ଫେଡରର୍‌ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ବାସ୍କେଟବଲ ତାରକା ଲିବ୍ରନ୍ ଜେମ୍ସ ଦ୍ୱିତୀୟ, ୟୁସେନ୍‌ ବୋଲ୍ଟ ତୃତୀୟ ଓ ପର୍ତ୍ତୁଗାଲର ଫୁଟବଲ ତାରକା ୪ର୍ଥ ସ୍ଥାନରେ ରହିଛନ୍ତି। ସେହପିର ବିରାଟାଙ୍କ ତଳକୁ ୯ମ ସ୍ଥାନରେ ଅଛନ୍ତି ମେସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story