ଜେଟଲୀଙ୍କ ପାଇଁ ବାହୁରେ କଳାପଟି ବାନ୍ଧିଲା ବିରାଟ ବାହିନୀ

ଆଣ୍ଟିଗୁଆ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଛି। ଜେଟଲୀଙ୍କ ପାଇଁ କ୍ରୀଡ଼ା ଜଗତ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛି। ଏବେ ଟିମ୍‌ ଇଣ୍ଡିଆ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛି। ଜେଟଲୀ କେବଳ ଜଣେ ରାଜନେତା ଥିଲେ ସେ ବିସିସିଆଇର ଉପାଧ୍ୟକ୍ଷ ଓ ଡିଡିସିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତେଣୁ ତାଙ୍କ ଅକସ୍ମାତ ବିୟୋଗରେ ଟିମ୍‌ ଇଣ୍ଡିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏବେ […]

es

es

Hemant Lenka
  • Published: Saturday, 24 August 2019
  • Updated: 24 August 2019, 08:15 PM IST

Sports

Latest News

ଆଣ୍ଟିଗୁଆ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଛି। ଜେଟଲୀଙ୍କ ପାଇଁ କ୍ରୀଡ଼ା ଜଗତ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛି। ଏବେ ଟିମ୍‌ ଇଣ୍ଡିଆ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛି। ଜେଟଲୀ କେବଳ ଜଣେ ରାଜନେତା ଥିଲେ ସେ ବିସିସିଆଇର ଉପାଧ୍ୟକ୍ଷ ଓ ଡିଡିସିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତେଣୁ ତାଙ୍କ ଅକସ୍ମାତ ବିୟୋଗରେ ଟିମ୍‌ ଇଣ୍ଡିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏବେ ଆଣ୍ଟିଗୁଆ ଠାରେ ଟେଷ୍ଟ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ର ଆଜି ହେଉଛି ତୃତୀୟ ଦିବସ। ତୃତୀୟ ଦିବସରେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବା ମାତ୍ରେ ସବୁ ଖେଳାଳିଙ୍କ ବାହୁରେ କଳା ବ୍ୟାଣ୍ଡ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଟିମ୍‌ ଇଣ୍ଡିଆ ଓ ବିସିସିଆଇ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିଲା।

ଏହାପୂର୍ବରୁ ଅଧିନାୟକ ବିରାଟ କୋହଲିଙ୍କ ସମେତ ପ୍ରାୟ ଅଧିକାଂଶ କ୍ରୀଡ଼ାବିତ୍‌ ଜେଟଲୀଙ୍କ ବିୟୋଗରେ ଟ୍ୱିଟ କରି ଶୋକବ୍ୟକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story