ଶେଷ ଦୁଇ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବେନି ବିରାଟ୍‌

ନୂଆଦିଲ୍ଲୀ: ଜବରଦସ୍ତ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଭାରତ ଆଜି ପ୍ରଥମ ଦିନିକିଆରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ ପରେ ବିସିସିଆଇ ଫ୍ୟାନ୍‌ଙ୍କୁ ଝଟ୍‌କା ଦେବା ଭଳି ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍‌ରେ ବିରାଟ୍‌ ଖେଳିବେ ନାହିଁ ବୋଲି ବିସିସିଆଇ ଆଜି ଘୋଷଣା କରିଛି। ବିରାଟ୍‌ଙ୍କ ବଦଳରେ ରୋହିତ ଶର୍ମା ଟିମ୍‌ […]

vi

vi

Hemant Lenka
  • Published: Wednesday, 23 January 2019
  • Updated: 23 January 2019, 07:48 PM IST

Sports

Latest News

ନୂଆଦିଲ୍ଲୀ: ଜବରଦସ୍ତ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଭାରତ ଆଜି ପ୍ରଥମ ଦିନିକିଆରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ ପରେ ବିସିସିଆଇ ଫ୍ୟାନ୍‌ଙ୍କୁ ଝଟ୍‌କା ଦେବା ଭଳି ନିଷ୍ପତ୍ତି ନେଇଛି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍‌ରେ ବିରାଟ୍‌ ଖେଳିବେ ନାହିଁ ବୋଲି ବିସିସିଆଇ ଆଜି ଘୋଷଣା କରିଛି। ବିରାଟ୍‌ଙ୍କ ବଦଳରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ବିରାଟ୍‌ଙ୍କ ବଦଳ ଖେଳାଳି ଭାବେ ମଧ୍ୟ ବିସିସିଆଇ କାହାର ନାଁ ଘୋଷଣା କରିନାହିଁ।

ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ ଭାରତର ଅଧିନାୟକ ବିରାଟ୍‌ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଓ ୫ମ ଦିନିକିଆ ଖେଳିବେ ନାହିଁ। ସେହିପରି ଦିନିକିଆ ସିରିଜ୍‌ ପରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ୍‌ ମଧ୍ୟ ବିରାଟ୍‌ ଖେଳିବେ ନାହିଁ। ଆଗକୁ ଅଧିକ ମ୍ୟାଚ୍‌ ଓ ବିଶ୍ୱକପ୍‌ ଥିବାରୁ କୋହଲିଙ୍କୁ ଏବେ ବିଶ୍ରାମ ଦିଆଯାଉଛି। କୋହଲିଙ୍କ ବଦଳରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ।”

ଏହା ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ୍‌କୁ ଦୃଷ୍ଟିରେ ରଖି ବିରାଟ୍‌ଙ୍କୁ ୱେଷ୍ଟଇଣ୍ଡିଜ୍‌ ପକ୍ଷ ଟି-୨୦ ସିରିଜ୍‌ ଓ ଏସିଆ କପ୍‌ରେ ବିଶ୍ରାମ ଦିଆଯାଇଥିଲା। ଏହି ସମୟରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଇ ଭାରତକୁ ବିଜୟୀ କରାଇଥିଲେ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୨୪ରୁ ୫ ଟିକିଆ ଦିନିକିଆ ସିରିଜ୍‌ ରହିଛି। ଏହାପରେ ଆଇପିଏଲ୍‌। ଆଇପିଏଲ୍‌ ପରେ ପରେ ମାର୍ଚ୍ଚ ୩୦ରୁ ବିଶ୍ୱକପ୍‌ ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିସିସିଆଇ ବିରାଟ୍‌ଙ୍କୁ ବିଶ୍ରାମ ଦେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story