ଜଙ୍ଗଲରେ ଚାଲିଛି ବିରାଟ-ଅନୁଷ୍କା ରୋମାନ୍ସ

ନାପିଅର: କ୍ରିକେଟ୍‌ ଖେଳରୁ ଛୁଟି ପାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଛୁଟି କାଟିବାରେ ବ୍ୟସ୍ତ। ଉଭୟ ଏବେ ନ୍ୟୁଜିଲ୍ୟାଣ୍ଡର ଘଞ୍ଚ ଜଙ୍ଗଲରେ ରୋମାନ୍ସ କରୁଛନ୍ତି। ପୂର୍ବରୁ ଦୁହେଁ ଜଙ୍ଗଲ ମଧ୍ୟରେ ବସିଥିବାର ଏକ ଫଟୋ ଛାଡ଼ିଥିଲେ। ଏବେ ବିରୁଷ୍କା ଆଉ ଏକ ଜଙ୍ଗଲ ଭିତରର ଫଟୋ ଛାଡ଼ିଛନ୍ତି। ଯେଉଁଥିରେ ଉଭୟ ବିରାଟ୍‌ ଏବଂ ଅନୁଷ୍କା ପରସ୍ପରର ହାତ ଧରି ଜଙ୍ଗଲ ମଧ୍ୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ବିରାଟ୍‌ ଆଗରେ […]

vi

vi

Hemant Lenka
  • Published: Tuesday, 05 February 2019
  • Updated: 05 February 2019, 07:10 PM IST

Sports

Latest News

ନାପିଅର: କ୍ରିକେଟ୍‌ ଖେଳରୁ ଛୁଟି ପାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଛୁଟି କାଟିବାରେ ବ୍ୟସ୍ତ। ଉଭୟ ଏବେ ନ୍ୟୁଜିଲ୍ୟାଣ୍ଡର ଘଞ୍ଚ ଜଙ୍ଗଲରେ ରୋମାନ୍ସ କରୁଛନ୍ତି। ପୂର୍ବରୁ ଦୁହେଁ ଜଙ୍ଗଲ ମଧ୍ୟରେ ବସିଥିବାର ଏକ ଫଟୋ ଛାଡ଼ିଥିଲେ। ଏବେ ବିରୁଷ୍କା ଆଉ ଏକ ଜଙ୍ଗଲ ଭିତରର ଫଟୋ ଛାଡ଼ିଛନ୍ତି।

ଯେଉଁଥିରେ ଉଭୟ ବିରାଟ୍‌ ଏବଂ ଅନୁଷ୍କା ପରସ୍ପରର ହାତ ଧରି ଜଙ୍ଗଲ ମଧ୍ୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ବିରାଟ୍‌ ଆଗରେ ଥିବା ବେଳେ ଅନୁଷ୍କା ତାଙ୍କ ପଛରେ ରହିଛନ୍ତି। ଉଭୟ କଳା ରଙ୍ଗର ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି। ଏହି ଫଟୋକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହି ଫଟୋଟିକୁ ଏବେ କ୍ରିକେଟ୍‌ ପ୍ରେମୀ ଟ୍ୱିଟରେ ଛାଡ଼ିବା ସହ ମଜାଦାର କମେଣ୍ଟମାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story