ମିସ୍‌ କରିଛନ୍ତି କି ହରମନ୍‌ପ୍ରୀତ୍‌ଙ୍କ ରନ୍‌ ବର୍ଷା ଶତକ, ଦେଖନ୍ତୁ ତା’ର ଭିଡିଓ

ଗୁଏନା: ମହିଳା ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି। ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍‌ କରିଥିବା ବେଳେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୬୦ ରନ୍‌ କରିପାରିଥିଲା। ତେବେ ଭାରତ ବିଜୟରେ ନାୟକ ସାଜିଥିଲେ ଅଧିନାୟକ ହରମନ୍‌ପ୍ରୀତ କୌର। ସେ ମାତ୍ର ୫୧ଟି ବଲ୍‌ରେ ବିସ୍ଫୋରକ ୧୦୩ ରନ୍‌ କରିବାରୁ ଦଳ ଏତେ ବଡ଼ ସ୍କୋରରେ ପହଞ୍ଚି ପାରିଥିଲା। ହରମନପ୍ରୀତଙ୍କ ଏହି ଶତକୀୟ […]

i

i

Hemant Lenka
  • Published: Saturday, 10 November 2018
  • Updated: 10 November 2018, 02:49 PM IST

Sports

Latest News

ଗୁଏନା: ମହିଳା ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି। ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍‌ କରିଥିବା ବେଳେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୬୦ ରନ୍‌ କରିପାରିଥିଲା।

ତେବେ ଭାରତ ବିଜୟରେ ନାୟକ ସାଜିଥିଲେ ଅଧିନାୟକ ହରମନ୍‌ପ୍ରୀତ କୌର। ସେ ମାତ୍ର ୫୧ଟି ବଲ୍‌ରେ ବିସ୍ଫୋରକ ୧୦୩ ରନ୍‌ କରିବାରୁ ଦଳ ଏତେ ବଡ଼ ସ୍କୋରରେ ପହଞ୍ଚି ପାରିଥିଲା।

ହରମନପ୍ରୀତଙ୍କ ଏହି ଶତକୀୟ ଇନିଂସ୍‌ରେ ୭ଟି ଚୌକା ଓ ୮ଟି ବିଶାଳ ଛକା ରହିଥିଲା। ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ହରମନ୍‌ପ୍ରୀତ୍ ବାକି ୫୦ ରନ୍ ମାତ୍ର ୧୬ଟି ବଲ୍‌ରୁ ସଂଗ୍ରହ କରିଥିଲେ। ଭାରତ ଆସନ୍ତାକାଲି ପାକିସ୍ତାନକୁ ଭେଟିବ। ତେଣୁ ହରମନ୍‌ପ୍ରୀତ ପୁଣି ତାଙ୍କ ଜଲୱା ଦେଖାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟ୍‌ ଫ୍ୟାନ୍‌।

ଯଦି ଆପଣ ସେହି ବିସ୍ଫୋରକ ଇନିଂସ୍‌କୁ ଦେଖି ନାହାନ୍ତି, ତା’ହେଲେ ଏବେ ଦେଖନ୍ତୁ

https://twitter.com/twitter/statuses/1061138096484483072

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story