ଏଲ୍‌ବିଡବ୍ଲ୍ୟୁ, ଏଲ୍‌ବିଡବ୍ଲ୍ୟୁ ଓ ଏଲ୍‌ବିଡବ୍ଲ୍ୟୁ, ଏଭଳି ହ୍ୟାଟ୍ରିକ୍‌ କାହା ନାଁରେ ରହିଛି

ଦୁବାଇ: କ୍ରିକେଟ୍‌ ଇତିହାସରେ ଅନେକ ବୋଲ୍‌ର ହ୍ୟାଟ୍ରିକ୍‌ କରି ରେକର୍ଡ କରିବା କଥା ଆପଣ ଜାଣିଛନ୍ତି। ବିଶ୍ୱ କ୍ରିକେଟରେ ଏଭଳି କ୍ରମାଗତ ୩ଟି ବଲ୍‌ରେ ୩ ୱିକେଟ୍‌ ନେବା ଭଳି ଘଟଣା ୯୪ ଥର ଘଟିଛି। ତେବେ ଏହି ୯୪ଟି ହ୍ୟାଟ୍ରିକ୍‌ ମଧ୍ୟରୁ ଗୋଟିଏ ହ୍ୟାଟ୍ରିକ୍‌ ଆଜି ବି ଇତିହାସ ହୋଇ ରହିଛି। କାରଣ ଏହି ହ୍ୟାଟ୍ରିକଟି କେବଳ ଏଲ୍‌ବିଡବ୍ଲ୍ୟୁରୁ ହିଁ ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ହ୍ୟାଟ୍ରିକ୍‌ଟି ଭାରତ ବିପକ୍ଷରେ ଘଟିଥିଲା। ୧୯୯୧ […]

a23

a23

Hemant Lenka
  • Published: Thursday, 25 October 2018
  • Updated: 25 October 2018, 08:32 PM IST

Sports

Latest News

ଦୁବାଇ: କ୍ରିକେଟ୍‌ ଇତିହାସରେ ଅନେକ ବୋଲ୍‌ର ହ୍ୟାଟ୍ରିକ୍‌ କରି ରେକର୍ଡ କରିବା କଥା ଆପଣ ଜାଣିଛନ୍ତି। ବିଶ୍ୱ କ୍ରିକେଟରେ ଏଭଳି କ୍ରମାଗତ ୩ଟି ବଲ୍‌ରେ ୩ ୱିକେଟ୍‌ ନେବା ଭଳି ଘଟଣା ୯୪ ଥର ଘଟିଛି। ତେବେ ଏହି ୯୪ଟି ହ୍ୟାଟ୍ରିକ୍‌ ମଧ୍ୟରୁ ଗୋଟିଏ ହ୍ୟାଟ୍ରିକ୍‌ ଆଜି ବି ଇତିହାସ ହୋଇ ରହିଛି। କାରଣ ଏହି ହ୍ୟାଟ୍ରିକଟି କେବଳ ଏଲ୍‌ବିଡବ୍ଲ୍ୟୁରୁ ହିଁ ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ହ୍ୟାଟ୍ରିକ୍‌ଟି ଭାରତ ବିପକ୍ଷରେ ଘଟିଥିଲା।

୧୯୯୧ ମସିହା ଅକ୍ଟୋବର ୨୫ ଶାରଜା ସିରିଜ୍‌ର ଅନ୍ତିମ ଦିନିକିଆରେ ଏଭଳି ଘଟିଥିଲା। ଏହି ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ବୋଲର୍‌ ଆକିବ୍‌ ଜାଭେଦ୍‌ ୩ ଜଣ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଲଗାତର ଏଲ୍‌ବିଡ୍ଲ୍ୟୁ କରି ଏହି ବିରଳ ରେକର୍ଡ ହାସଲ କରିଥିଲେ। ପ୍ରଥମେ ସେ ରବି ଶସ୍ତ୍ରୀ, ତା’ ପରେ ମହମ୍ମଦ ଆଝାରୁଦ୍ଦିନ ଓ ଶେଷରେ ସଚିନ ତେନ୍ଦୁଲକରଙ୍କୁ ଏଲ୍‌ବିଡ୍ଲ୍ୟୁ କରି ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ।

ଜାଭେଦ୍‌ଙ୍କ ଏହି ବୋଲିଂ ସ୍ପେଲ୍‌ ପାଇଁ ପାକିସ୍ତାନ ଶାରଜା କପ୍‌ ଫାଇନାଲ୍‌ରେ ଭାରତକୁ ହରାଇ ଚାମ୍ପିୟନ୍‌ ହୋଇଥିଲା। ଆଜି ପର୍ଯ୍ୟନ୍ତ ୩ଟି ଏଲ୍‌ବିଡବ୍ଲ୍ୟୁ କରି ଅନ୍ୟ କୌଣସି ବୋଲର୍‌ ହ୍ୟାଟ୍ରିକ୍‌ ପାଇନାହାନ୍ତି।

ସେହି ଐତିହାସିକ ଘଟଣାର ଭିଡିଓ ଦେଖନ୍ତୁ:
https://youtu.be/_LGmsIL4_fA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story