ଜିମ୍‌ରେ ଝାଳ ବୁହାଇଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ନିଜ ସ୍ୱାସ୍ଥ୍ୟର ଖୁବ୍ ଯତ୍ନ ନିଅନ୍ତି। ବିଶ୍ୱକପ୍ ବେଳେ ସେ ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ୨୭ ଜୁନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ମୁକାବିଲା ପୂର୍ବରୁ ବିରାଟଙ୍କୁ କସରତ୍ କରୁଥିବାର ଦେଖିବାକୁ ମିଳିଛି। କ୍ୟାପଟେନ୍ ବିରାଟ୍ ଟ୍ୱିଟର୍ ଓ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଝାଳବୁହା ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି। ସେ ଏହି ଭିଡିଓରେ ଉଲ୍ଲେଖ କରିଛନ୍ତି, “କୌଣସି […]

virat kohli

virat kohli

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 05:52 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ନିଜ ସ୍ୱାସ୍ଥ୍ୟର ଖୁବ୍ ଯତ୍ନ ନିଅନ୍ତି। ବିଶ୍ୱକପ୍ ବେଳେ ସେ ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ୨୭ ଜୁନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ମୁକାବିଲା ପୂର୍ବରୁ ବିରାଟଙ୍କୁ କସରତ୍ କରୁଥିବାର ଦେଖିବାକୁ ମିଳିଛି।

କ୍ୟାପଟେନ୍ ବିରାଟ୍ ଟ୍ୱିଟର୍ ଓ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଝାଳବୁହା ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି। ସେ ଏହି ଭିଡିଓରେ ଉଲ୍ଲେଖ କରିଛନ୍ତି, "କୌଣସି ଛୁଟି ନାହିଁ, ବିନା ପରିଶ୍ରମରେ କିଛି ବି ସମ୍ଭବ ନୁହେଁ।"

ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେଲା କୋହଲି ନିଜ ବ୍ୟାଟିଂ ସମେତ ଫିଟନେସ୍ ଉପରେ ମଧ୍ୟ ଖାସ୍ ଧ୍ୟାନ ଦେଉଛନ୍ତି। ୩୦ ବର୍ଷୀୟ ବିରାଟ୍ ସ୍ୱାସ୍ଥ୍ୟ ମାମଲାରେ ନୂଆ ଖେଳାଳିଙ୍କ ପାଇଁ ଆଦର୍ଶ। ଚଳିତ ବିଶ୍ୱକପରେ ବିରାଟଙ୍କ ଟିମ୍ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି। ତେବେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା।

ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଭାରତର ସେମିଫାଇନାଲ୍ ଯିବା ଏକ ପ୍ରକାର ନିଶ୍ଚିତ ଲାଗୁଛି, କାରଣ ଟିମକୁ ଏବେ ବାକି ଚାରୋଟି ମୁକାବିଲାରୁ ଦୁଇଟିରେ ବିଜୟୀ ହେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story