ରୋହିତଙ୍କ ଇଣ୍ଟରଭ୍ୟୁ ନେଲେ ବିରାଟ୍, ଦେଖନ୍ତୁ ଭିଡିଓ

ଲିଡ୍ସ: ବିଶ୍ୱକପରେ ଭାରତୀୟ ଟିମର ପ୍ରଦର୍ଶନ ଜବରଦସ୍ତ ରହିଆସିଛି। ଟିମ୍ ଲିଗ୍ ପର୍ଯ୍ୟାୟରେ ୭ଟି ମ୍ୟାଚ୍ ଜିତିଛି ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଲିଗ୍ ପର୍ଯ୍ୟାୟରେ ଭାରତ ଶୀର୍ଷରେ ରହିଛି। ସେମିରେ ଭାରତର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଜୁଲାଇ ୯ ତାରିଖ ହେବ। ରୋହିତ୍ ଶର୍ମାଙ୍କ ବିଶ୍ୱକପରେ ରେକର୍ଡ ପଞ୍ଚମ ଶତକ ବଳରେ ଭାରତ ତା’ର ଶେଷ ରାଉଣ୍ଡ ରବିନ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଥିଲା। ଏହି ଚମତ୍କାର ଫର୍ମ […]

virat and rohit

virat and rohit

Hemant Lenka
  • Published: Sunday, 07 July 2019
  • Updated: 07 July 2019, 06:02 PM IST

Sports

Latest News

ଲିଡ୍ସ: ବିଶ୍ୱକପରେ ଭାରତୀୟ ଟିମର ପ୍ରଦର୍ଶନ ଜବରଦସ୍ତ ରହିଆସିଛି। ଟିମ୍ ଲିଗ୍ ପର୍ଯ୍ୟାୟରେ ୭ଟି ମ୍ୟାଚ୍ ଜିତିଛି ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଲିଗ୍ ପର୍ଯ୍ୟାୟରେ ଭାରତ ଶୀର୍ଷରେ ରହିଛି। ସେମିରେ ଭାରତର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଜୁଲାଇ ୯ ତାରିଖ ହେବ। ରୋହିତ୍ ଶର୍ମାଙ୍କ ବିଶ୍ୱକପରେ ରେକର୍ଡ ପଞ୍ଚମ ଶତକ ବଳରେ ଭାରତ ତା'ର ଶେଷ ରାଉଣ୍ଡ ରବିନ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଥିଲା।

ଏହି ଚମତ୍କାର ଫର୍ମ ସମ୍ବନ୍ଧରେ କ୍ୟାପଟେନ୍ କୋହଲି ରୋହିତଙ୍କ ସହ କଥା ହୋଇଥିଲେ। ଶନିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପରେ ଦୁହିଁଙ୍କ ମଧ୍ୟରେ ଏକ ପ୍ରଶ୍ନ-ଭତ୍ତର ସେସନ୍ ହୋଇଥିଲା। ଏଥିରେ କୋହଲି ରୋହିତଙ୍କ ସହ ମଜାକ କରୁଥିବା ଦେଖିବାକୁ ମିଳିଥିଲା।

ନିଜ ସାଥୀ ଖେଳାଳିଙ୍କୁ ପ୍ରଶଂସା କରି କୋହଲି ରୋହିତଙ୍କୁ ପଚାରିଥିଲେ ଯେ, ଆପଣ ଏମିତି ନିରନ୍ତରତା ସହ ମ୍ୟାଚ୍ ବିଜୟୀ ଇନିଂସ୍ କିପରି ଖେଳିପାରୁଛନ୍ତି। ଏହାର ଜବାବରେ ରୋହିତ୍ କହିଥିଲେ, ଆମେ ସମସ୍ତେ ଜାଣିଛୁ, ଏହା ଏକ ମହତ୍ତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଏବଂ ଏଠାକୁ ଆସିବା ପୂର୍ବରୁ ଆମର ଭଲ ଫର୍ମ ଥିଲା, ତେଣୁ ବ୍ୟାଟିଂ ୟୁନିଟ୍ ଏବଂ ଟପ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଭାବେ ମୁଁ ନିଜର ଫର୍ମକୁ ଜାରି ରଖିବାକୁ ପ୍ରୟାସ କରିଥିଲୁ। ରୋହିତ ଆହୁରି କହିଥିଲେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଶତକ ମାରିବା ପରେ ମୋର ଆତ୍ମବିଶ୍ୱାସ ବଢ଼ିଥିଲା।

କୋହଲି ପୁଣି ପଚାରିଥିଲେ, ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟକୁ ଆସିବା ପୂର୍ବରୁ ଆପଣଙ୍କୁ କ'ଣ ପ୍ରୋତ୍ସାହନ କରିଥିଲା। ଜବାବରେ ରୋହିତ୍ କହିଥିଲେ, ବିଶ୍ୱକପ୍ ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏବଂ ରୁଟିନ୍ ଉପରେ ଫୋକସ୍ ରହିବା ଦରକାର, ଯେପରି ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ରହିଥାଏ। ଶେଷରେ କୋହଲି ରୋହିତଙ୍କୁ କହିଥିଲେ, ଆପଣ ଆଉ ଦୁଇଟି ବଡ଼ ଇନିଂସ୍ ଖେଳନ୍ତୁ ଏବଂ ଭାରତକୁ ଟ୍ରଫି ଜିତାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story