ବିବାହ ବନ୍ଧନରେ ଅଲମ୍ପିକ୍ ପଦକ ବିଜେତା ସାକ୍ଷୀ ମଲ୍ଲିକ୍‌

ରୋହଟକ୍‌:ବିବାହ ବନ୍ଧନରେ ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ। ସେ ନିଜର ଜୀବନ ସାଥୀ ଭାବେ ସତ୍ୟ ୱାରଟ କାଡ଼ିଆନଙ୍କୁ ବାଛିଛନ୍ତି। ସତ୍ୟ ହେଉଛନ୍ତି ଜଣେ ଜଣାଶୁଣା ମଲ୍ଲ ଯୋଦ୍ଧା। ହରିୟାନାର ରୋହଟକ୍‌ଠାରେ ଏହି ବିବାହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୁଗ ଦେଇ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାକ୍ଷୀ ମଲ୍ଲିକଙ୍କୁ ୨୪ ବର୍ଷ ହୋଇଥିବା ବେଳେ ତାଙ୍କ ଜୀବନସାଥୀ ସତ୍ୟଙ୍କୁ ୨୩ ବର୍ଷ। ଉଭୟଙ୍କ ନିର୍ବନ୍ଧ ଗତ ଅକ୍ଟୋବର ମାସରେ […]

pppp

pppp

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 01:14 PM IST

Sports

Latest News

ରୋହଟକ୍‌:ବିବାହ ବନ୍ଧନରେ ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ। ସେ ନିଜର ଜୀବନ ସାଥୀ ଭାବେ ସତ୍ୟ ୱାରଟ କାଡ଼ିଆନଙ୍କୁ ବାଛିଛନ୍ତି। ସତ୍ୟ ହେଉଛନ୍ତି ଜଣେ ଜଣାଶୁଣା ମଲ୍ଲ ଯୋଦ୍ଧା। ହରିୟାନାର ରୋହଟକ୍‌ଠାରେ ଏହି ବିବାହ ସମ୍ପନ୍ନ ହୋଇଛି।

ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୁଗ ଦେଇ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାକ୍ଷୀ ମଲ୍ଲିକଙ୍କୁ ୨୪ ବର୍ଷ ହୋଇଥିବା ବେଳେ ତାଙ୍କ ଜୀବନସାଥୀ ସତ୍ୟଙ୍କୁ ୨୩ ବର୍ଷ। ଉଭୟଙ୍କ ନିର୍ବନ୍ଧ ଗତ ଅକ୍ଟୋବର ମାସରେ ହୋଇଥିଲା। ୨୦୧୬ ରିଓ ଅଲମ୍ପିକ୍‌ରେ କୁସ୍ତିରେ ସାକ୍ଷୀ ବ୍ରୋଞ୍ଜ ପଦକ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story