ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ପ୍ରଦୀପ

ନୂଆଦିଲ୍ଲୀ: ସାମୋଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ରେ ଭାରତର ୱେଟଲିଫ୍ଟର ପ୍ରଦୀପ ସିଂହ ରେକର୍ଡ ସୃଷ୍ଟି କରିଛନ୍ତି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ଲିନ୍‌ ଓ ଜର୍କ ବିଭାଗରେ ନୂଆ ରେକର୍ଡ ସୃଷ୍ଟି କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୦୯ କେଜି ବର୍ଗରେ ଭାଗ ନେଇଥିବା ପ୍ରଦୀପ ରେକର୍ଡ ୨୦୨ କେଜି ଭାରଉତ୍ତୋଳନ କରିଛନ୍ତି। ଏଥିସହ ସେ ଏହି ଇଭେଣ୍ଟରେ ମୋଟ ୩୫୦ କେଜି ଭାର ଉତ୍ତୋଳନ କରିଛନ୍ତି। ସେହିପରି ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତା […]

sqq

sqq

Hemant Lenka
  • Published: Saturday, 13 July 2019
  • Updated: 13 July 2019, 06:18 PM IST

Sports

Latest News

ନୂଆଦିଲ୍ଲୀ: ସାମୋଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ରେ ଭାରତର ୱେଟଲିଫ୍ଟର ପ୍ରଦୀପ ସିଂହ ରେକର୍ଡ ସୃଷ୍ଟି କରିଛନ୍ତି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ଲିନ୍‌ ଓ ଜର୍କ ବିଭାଗରେ ନୂଆ ରେକର୍ଡ ସୃଷ୍ଟି କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୧୦୯ କେଜି ବର୍ଗରେ ଭାଗ ନେଇଥିବା ପ୍ରଦୀପ ରେକର୍ଡ ୨୦୨ କେଜି ଭାରଉତ୍ତୋଳନ କରିଛନ୍ତି। ଏଥିସହ ସେ ଏହି ଇଭେଣ୍ଟରେ ମୋଟ ୩୫୦ କେଜି ଭାର ଉତ୍ତୋଳନ କରିଛନ୍ତି।

ସେହିପରି ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତା ବିକାଶ ଠାକୁର ୯୬ କେଜି ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story