ଭାରଉତ୍ତୋଳନକାରୀ ସୀମା ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରଉତ୍ତୋଳନକାରୀ ସୀମା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) କହିଛନ୍ତି, “୩୪ତମ ମହିଳା ଜାତୀୟ ଭାରଉତ୍ତୋଳନ ଚାମ୍ପିୟନଶିପ ସମୟରେ ସୀମାଙ୍କ ଠାରୁ ଡୋପ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ଏହାକୁ ପରୀକ୍ଷା କରାଯିବା ସମୟରେ ଅସିଦ୍ଧ ଘୋଷଣା ହୋଇଥିବା କିଛି ଜିନିଷ ସେ ସେବନ କରିଥିବା ସାମ୍ନାକୁ ଆସିଥିଲା। ଏପରି କି ସେ […]

y-2

y-2

Hemant Lenka
  • Published: Saturday, 28 December 2019
  • Updated: 28 December 2019, 04:18 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରଉତ୍ତୋଳନକାରୀ ସୀମା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି।

ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) କହିଛନ୍ତି, “୩୪ତମ ମହିଳା ଜାତୀୟ ଭାରଉତ୍ତୋଳନ ଚାମ୍ପିୟନଶିପ ସମୟରେ ସୀମାଙ୍କ ଠାରୁ ଡୋପ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ଏହାକୁ ପରୀକ୍ଷା କରାଯିବା ସମୟରେ ଅସିଦ୍ଧ ଘୋଷଣା ହୋଇଥିବା କିଛି ଜିନିଷ ସେ ସେବନ କରିଥିବା ସାମ୍ନାକୁ ଆସିଥିଲା। ଏପରି କି ସେ ଜାତୀୟ ଆଣ୍ଟି ଡୋପିଂ ନିୟମକୁ ଉଲ୍ଲଙ୍ଘନପ କରିଛନ୍ତି। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି।”

୨୦୧୭ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୀମା ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ବେଳେ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ୬ଷ୍ଠ ସ୍ଥାନରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story