ୱେଷ୍ଟଇଣ୍ଡିଜ କ୍ରିକେଟର ରସେଲ୍‌ ବର୍ଷେ ବ୍ୟାନ

କିଙ୍ଗଷ୍ଟୋନ: ଆଣ୍ଟି ଡୋପିଂ ରେଗୁଲେସନ୍‌ ଅବମାନନା କରିବା ଅଭିଯୋଗରେ ୱେଷ୍ଟଇଣ୍ଡିଜ କ୍ରିକେଟର ଆନ୍ଦ୍ରେ ରସେଲ୍‌ଙ୍କୁ ଏକ ବର୍ଷ ବ୍ୟାନ କରାଯାଇଛି। ଡ୍ରଗ୍ସ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ଏନେଇ ରସେଲ୍‌ କିଛି କହିବାକୁ ମନା କରିଦେଇଛନ୍ତି। ଜାମାଇକା କନଫରେନ୍ସ ସେଣ୍ଟରରେ ଯେତେବେଳେ ଏହି ନିଷ୍ପତ୍ତି ଘୋଷଣା କରାଯାଇଥିଲା ରସେଲ୍‌ଙ୍କ ଆଖିରେ ଲୁହ ଭରିଯାଇଥିଲା। ୨୦୧୬ ଟି-୨୦ ବିଶ୍ୱକପ୍‌ ୱେଷ୍ଟଇଣ୍ଡିଜ ଜିତିବାରେ ରସେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ।

russell

russell

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 06:15 PM IST

Sports

Latest News

କିଙ୍ଗଷ୍ଟୋନ: ଆଣ୍ଟି ଡୋପିଂ ରେଗୁଲେସନ୍‌ ଅବମାନନା କରିବା ଅଭିଯୋଗରେ ୱେଷ୍ଟଇଣ୍ଡିଜ କ୍ରିକେଟର ଆନ୍ଦ୍ରେ ରସେଲ୍‌ଙ୍କୁ ଏକ ବର୍ଷ ବ୍ୟାନ କରାଯାଇଛି।

ଡ୍ରଗ୍ସ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ଏନେଇ ରସେଲ୍‌ କିଛି କହିବାକୁ ମନା କରିଦେଇଛନ୍ତି। ଜାମାଇକା କନଫରେନ୍ସ ସେଣ୍ଟରରେ ଯେତେବେଳେ ଏହି ନିଷ୍ପତ୍ତି ଘୋଷଣା କରାଯାଇଥିଲା ରସେଲ୍‌ଙ୍କ ଆଖିରେ ଲୁହ ଭରିଯାଇଥିଲା।

୨୦୧୬ ଟି-୨୦ ବିଶ୍ୱକପ୍‌ ୱେଷ୍ଟଇଣ୍ଡିଜ ଜିତିବାରେ ରସେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos