ପାକିସ୍ତାନରେ ଦୁଇଟି ଟି-୨୦ ଖେଳିବ ୱେଷ୍ଟଇଣ୍ଡିଜ

ଲାହୋର: ଆସନ୍ତା ମାର୍ଚ୍ଚା ମାସରେ ୨ଟି ଟି-୨୦ ଖେଳିବାକୁ ୱେଷ୍ଟଇଣ୍ଡିଜ ଦଳ ପାକିସ୍ତାନ ଆସିବ। ଏ କଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚେୟାରମ୍ୟାନ ନଜାମ ସେଠୀ କହିଛନ୍ତି। ସେ କହିଛନ୍ତି,“ଆମେ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ (ଡବ୍ଲ୍ୟୁଆଇସିବି) ସହ ଯୋଗାଯୋଗରେ ଥିଲୁ। ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଡବ୍ଲ୍ୟୁଆଇସିବି ସହମତି ପ୍ରକାଶ କରିଛି। ସେ କହିଛନ୍ତି,“ମାର୍ଚ୍ଚ ୯ ତାରିଖରେ ୱେଷ୍ଟଇଣ୍ଡିଜର ଇଂଲଣ୍ଡ ଟୁର ସରିବା ପରେ ସେହିମାସ ପାକିସ୍ତାନରେ ଟି-୨୦ ଖେଳିବାକୁ ଆମେ […]

PCB

PCB

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 06:25 PM IST

ଲାହୋର: ଆସନ୍ତା ମାର୍ଚ୍ଚା ମାସରେ ୨ଟି ଟି-୨୦ ଖେଳିବାକୁ ୱେଷ୍ଟଇଣ୍ଡିଜ ଦଳ ପାକିସ୍ତାନ ଆସିବ। ଏ କଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚେୟାରମ୍ୟାନ ନଜାମ ସେଠୀ କହିଛନ୍ତି। ସେ କହିଛନ୍ତି,“ଆମେ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ (ଡବ୍ଲ୍ୟୁଆଇସିବି) ସହ ଯୋଗାଯୋଗରେ ଥିଲୁ। ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଡବ୍ଲ୍ୟୁଆଇସିବି ସହମତି ପ୍ରକାଶ କରିଛି।

ସେ କହିଛନ୍ତି,“ମାର୍ଚ୍ଚ ୯ ତାରିଖରେ ୱେଷ୍ଟଇଣ୍ଡିଜର ଇଂଲଣ୍ଡ ଟୁର ସରିବା ପରେ ସେହିମାସ ପାକିସ୍ତାନରେ ଟି-୨୦ ଖେଳିବାକୁ ଆମେ ଜଣାଇଥିଲୁ, ଯାହାକୁ ଡବ୍ଲ୍ୟୁଆଇସିବି ଗ୍ରହଣ କରିଛି। ମାର୍ଚ୍ଚ ୧୧ରୁ ୧୫ ମଧ୍ୟରେ ଏହି ଦୁଇଟି ଟି-୨୦ ଖେଳାଯିବ।”

ସୂଚନାଯୋଗ୍ୟ ୨୦୦୯ରେ ପାକିସ୍ତାନରେ ଶ୍ରୀଲଙ୍କା ଖେଳାଳିଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଏକାଧିକ ଖେଳାଳି ଆହତ ହୋଇଥିବା ବେଳେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ଟେଷ୍ଟ ଖେଳୁଥିବା ଅଧିକାଂଶ ଦେଶ ପାକିସ୍ତାନ ଟୁରରେ ଯାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story