ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ: ଅଶ୍ୱିନ୍ ଓ ଶାହାଙ୍କ ଶତକ,ଭାରତ ୩୫୩

ଗ୍ରସ୍ ଆଇସଲେଟ୍‌: ରବିଚନ୍ଦ୍ରନ ଅଶ୍ୱିନ୍ ଓ ରିଦ୍ଧିମାନ୍ ଶାହଙ୍କ ଦମ୍‌ଦାର ଶତକ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୫୩ ରନ୍ କରିଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଗତକାଲି ୱେଷ୍ଟଇଣ୍ଡିଜ୍ ଗୋଟିଏ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଛି। ଏହି ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନ ଯଥାକ୍ରମେ ୩, […]

aswin

aswin

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 10:14 AM IST

Sports

Latest News

aswinଗ୍ରସ୍ ଆଇସଲେଟ୍‌: ରବିଚନ୍ଦ୍ରନ ଅଶ୍ୱିନ୍ ଓ ରିଦ୍ଧିମାନ୍ ଶାହଙ୍କ ଦମ୍‌ଦାର ଶତକ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୫୩ ରନ୍ କରିଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଗତକାଲି ୱେଷ୍ଟଇଣ୍ଡିଜ୍ ଗୋଟିଏ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଛି।

ଏହି ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନ ଯଥାକ୍ରମେ ୩, ୯ ଓ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ମାତ୍ର ୧୨୬ ରନ୍‌ରେ ଦଳ ୫ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିବା ବେଳେ ପାଳିକୁ ସମ୍ଭାଳି ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ ଓ ରିଦ୍ଧିମାନ ଶାହ। ପ୍ରଥମ ଦିନରେ ଅଶ୍ୱିନ୍ ୭୫ ଓ ଶାହା ୪୮ ରନ୍ କରି ଅପରାଜିତ ଥିବା ବେଳେ ଗତକାଲି ପାଳିକୁ ଦୃଢ଼ତାର ସହ ଆଗେଇ ନେଇଥିଲେ। ଅଶ୍ୱିନ୍ ୨୯୭ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ବଳରେ ୧୧୮ ରନ୍ କରିଥିଲେ। ସେହିପରି ଶାହା ୨୨୭ଟି ବଲରୁ ୧୩ଟି ଚୌକା ସହାୟତାରେ ୧୦୬ ରନ୍ କରିଥିଲେ। ଫଳରେ ଦଳର ସ୍କୋର ୩୫୩ରେ ପହଞ୍ଚି ପାରିଥିଲା। ଶାହା ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡେଜା ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଭୁବନେଶ୍ୱର କୁମାର ଓ ଇଶାନ୍ତ ଶର୍ମା ଶୂନରେ ଆଉଟ୍ ହୋଇଥିଲେ।

ଭାରତ ଅଲ୍‌ଆଉଟ୍ ହୋଇଯିବା ପରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିଥିଲା। ଓପନର୍ ଲିଓନ ଜନ୍‌ସନ୍ ମାତ୍ର ୨୩ ରନ୍ କରି ରନ୍ ଆଉଟ୍ ହୋଇଯାଇଥିଲେ। କ୍ରାଇଗ୍ଗ ବ୍ରାଥୱେ ଓ ଡାରେନ୍ ବ୍ରାଭୋ ଯଥାକ୍ରମେ ୫୩ ଓ ୧୮ ରନ୍ କରି କ୍ରିଜ୍‌ରେ ଅଛନ୍ତି। ଆଜି ଉଭେୟ ପାଳିକୁ ଆଗେଇ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story