କ୍ୟାରିବିୟାନଙ୍କ କବଜାରେ କଙ୍ଗାରୁ

ନଟ୍ଟିଂହାମ୍: ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଏକତରଫା ଭାବେ ହରାଇଥିବା ଅଷ୍ଟ୍ରେଲିଆ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଆଗରେ ଆଣ୍ଠେଇଛି। ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ବିଶ୍ୱକପର ଦଶମ ମ୍ୟାଚରେ ଅଷ୍ଟ୍ରେଲିଆର ଶୀର୍ଷ ବ୍ୟାଟିଂକ୍ରମ କ୍ୟାରିବିଆନ୍ ବୋଲରଙ୍କ ଆଗରେ ଫେଲ୍ ମାରିଛନ୍ତି । ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ୍ ୧୦ ଓଭର ସୁଦ୍ଧା ଅଷ୍ଟ୍ରେଲିଆର ୪ ୱିକେଟ୍ ନେଇ ମ୍ୟାଚରେ ତା’ର ସ୍ଥିତି ମଜଭୁତ୍ କରିଛି । ଅଷ୍ଟ୍ରେଲିଆର ଦୁଇ ଓପ୍ନର […]

wi

wi

Hemant Lenka
  • Published: Thursday, 06 June 2019
  • Updated: 06 June 2019, 04:02 PM IST

Sports

Latest News

ନଟ୍ଟିଂହାମ୍: ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଏକତରଫା ଭାବେ ହରାଇଥିବା ଅଷ୍ଟ୍ରେଲିଆ ବିଶ୍ୱକପରେ ତା'ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଆଗରେ ଆଣ୍ଠେଇଛି। ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ବିଶ୍ୱକପର ଦଶମ ମ୍ୟାଚରେ ଅଷ୍ଟ୍ରେଲିଆର ଶୀର୍ଷ ବ୍ୟାଟିଂକ୍ରମ କ୍ୟାରିବିଆନ୍ ବୋଲରଙ୍କ ଆଗରେ ଫେଲ୍ ମାରିଛନ୍ତି ।

ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ୍ ୧୦ ଓଭର ସୁଦ୍ଧା ଅଷ୍ଟ୍ରେଲିଆର ୪ ୱିକେଟ୍ ନେଇ ମ୍ୟାଚରେ ତା'ର ସ୍ଥିତି ମଜଭୁତ୍ କରିଛି । ଅଷ୍ଟ୍ରେଲିଆର ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ (୬) ଓ ଡେଭିଡ୍ ୱାର୍ଣ୍ଣର (୩) ଶସ୍ତାରେ ପ୍ୟାଭିଲିୟନ୍ ଫେରିଛନ୍ତି । ଫିଞ୍ଚଙ୍କୁ ଓଶାନି ଟମାସ ଆଉଟ୍ କରିଥିବା ବେଳେ ୱାର୍ଣ୍ଣରଙ୍କୁ କଟ୍ଟରେଲ୍ ପ୍ୟାଭିଲିୟନ୍ ପଠାଇଛନ୍ତି ।

ସେହିପରି ଉସମାନ୍ ଖୱାଜାଙ୍କୁ ଆନ୍ଦ୍ରେ ରସେଲ ନିଜର ବାଉନ୍ସ ଦ୍ୱାରା ଫସାଇ ଥିଲେ । ଖୱାଜା ୧୩ ରନ୍ କରି ରସେଲଙ୍କ ଶିକାର ହୋଇଛନ୍ତି । ମ୍ୟାକ୍ସୱେଲ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି । ତେବେ ଷ୍ଟିଭ୍ ସ୍ମିଥ୍ ୪ ଓ ମାର୍କସ୍ ଷ୍ଟୋନଇନିସ୍ ୮ ରନ୍ କରି ବ୍ୟାଟିଂ କରୁଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ୧୦ ଓଭରରେ ୪ ୱିକେଟ୍ ହରାଇ ୪୮ ରନ୍ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story