ବିନା ସେମିଫାଇନାଲ୍ ଖେଳି ଫାଇନାଲ୍ ଯାଇପାରିବ ଟିମ୍ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର୍: ଆତ୍ମବିଶ୍ୱାସରେ ଭରପୂର ଟିମ୍ ଇଣ୍ଡିଆ ମ୍ୟାଞ୍ଚେଷ୍ଟରରେ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ପ୍ରଶଂସକଙ୍କୁ ଏଠାରେ ରୋମାଞ୍ଚକର ମୁକାବିଲାର ଆଶା ରହିଛି। ଅନ୍ୟପକ୍ଷରେ ବର୍ଷା ସବୁ ମଜାକୁ ଫିକା କରିପାରେ । ରିପୋର୍ଟ ମିଳିଛି ଯେ, ମ୍ୟାଚ୍ ଦିନ ଓଲ୍ଡ ଟ୍ରାଫର୍ଡରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ମଙ୍ଗଳବାର ବର୍ଷା ଯୋଗୁ ମ୍ୟାଚ୍ ନ ହୁଏ, ତାହେଲେ ବୁଧବାର ଏହି ମୁକାବିଲା ଖେଳାଯିବ। ଯାହାକୁ ରିଜର୍ଭ ଡେ’ ଭାବେ ରଖାଯାଇଛି। ଆଇସିସି ଲିଗ୍ ପର୍ଯ୍ୟାୟରେ […]

team india

team india

Hemant Lenka
  • Published: Monday, 08 July 2019
  • Updated: 08 July 2019, 05:21 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଆତ୍ମବିଶ୍ୱାସରେ ଭରପୂର ଟିମ୍ ଇଣ୍ଡିଆ ମ୍ୟାଞ୍ଚେଷ୍ଟରରେ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ପ୍ରଶଂସକଙ୍କୁ ଏଠାରେ ରୋମାଞ୍ଚକର ମୁକାବିଲାର ଆଶା ରହିଛି। ଅନ୍ୟପକ୍ଷରେ ବର୍ଷା ସବୁ ମଜାକୁ ଫିକା କରିପାରେ । ରିପୋର୍ଟ ମିଳିଛି ଯେ, ମ୍ୟାଚ୍ ଦିନ ଓଲ୍ଡ ଟ୍ରାଫର୍ଡରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ମଙ୍ଗଳବାର ବର୍ଷା ଯୋଗୁ ମ୍ୟାଚ୍ ନ ହୁଏ, ତାହେଲେ ବୁଧବାର ଏହି ମୁକାବିଲା ଖେଳାଯିବ। ଯାହାକୁ ରିଜର୍ଭ ଡେ' ଭାବେ ରଖାଯାଇଛି।

ଆଇସିସି ଲିଗ୍ ପର୍ଯ୍ୟାୟରେ କୌଣସି ରିଜର୍ଭ ଡେ' ରଖିନଥିଲା, କିନ୍ତୁ ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ରିଜର୍ଭ ଡେ' ରଖିଛି। ଦୁର୍ଭାଗ୍ୟବଶତଃ ଯଦି ରିଜର୍ଭ ଡେ' ଅର୍ଥାତ୍ ବୁଧବାର ମଧ୍ୟ ବର୍ଷା ହୁଏ। ବର୍ଷା ଯୋଗୁ ଯଦି ରିଜର୍ଭ ଡେ' ଦିନ ମ୍ୟାଚ୍ ବାତିଲ ହୁଏ, ତାହେଲେ ଏହାର ଫାଇଦା ସିଧା ଟିମ୍ ଇଣ୍ଡିଆକୁ ମିଳିବ।

ଏମିତି ଫାଇନାଲରେ ପହଞ୍ଚିବ ଟିମ୍ ଇଣ୍ଡିଆ: ଇନ୍ଦ୍ରଦେବତାଙ୍କ ଆଶୀର୍ବାଦରେ ବିରାଟ୍ ବ୍ରିଗେଡକୁ ସିଧାସଳଖ ଫାଇଦା ମିଳିପାରେ। ଯଦି ଦୁଇ ଦିନ ଯାକ ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଏ, ତାହେଲେ ଭାରତ ସିଧାସଳଖ ଫାଇନାଲକୁ କ୍ୱାଲିଫାଏ କରିବ। ଏହାର କାରଣ ହେଉଛି, ଗ୍ରୁପ୍ ପର୍ଯ୍ୟାୟରେ ଭାରତର ପଏଣ୍ଟ ଅଧିକ ରହିଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏହି ମ୍ୟାଚରେ ଗୋଟିଏ ବଲ୍ ପଡ଼ିପାରି ନଥିଲା। ତେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ହୋଇଥିଲେ, ଯେଉଁଥିରେ କିୱି ପେସ୍ ବ୍ୟାଟେରୀ ଭାରତୀୟ ବ୍ୟାଟିଂକ୍ରମକୁ ଧ୍ୱଂସ କରିଦେଇଥିଲା।

ଡକୱର୍ଥ ଲୁଇସର ପ୍ରଭାବ ମଧ୍ୟ ପଡ଼ିପାରେ: ଯଦି ବର୍ଷା ବନ୍ଦ ହୁଏ ଏବଂ ଖେଳିବାକୁ ସମୟ ମିଳେ, ତାହେଲେ ଡକୱର୍ଥ ଲୁଇସର ବ୍ୟବହାର ହୋଇପାରେ। ଯଦି ଗୋଟିଏ ଟିମକୁ ପୂରା ୫୦ ଓଭର ଖେଳିବାକୁ ନ ମିଳେ, ତାହେଲେ ଟାର୍ଗେଟରେ ପରିବର୍ତ୍ତନ ସମ୍ଭବ ହୋଇପାରେ। ତେବେ ଏହା ପରିସ୍ଥିତି ମୁତାବକ ହୋଇପାରେ, ଯାହାର ଫାଇଦା କୌଣସି ଟିମକୁ ବି ମିଳିପାରେ।

ବିରାଟ୍ ସେନା ନମ୍ବର-୧: ଟିମ୍ ଇଣ୍ଡିଆ ଶନିବାର ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଥିଲା। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଟିମ୍ ଇଣ୍ଡିଆର ୯ ମ୍ୟାଚରୁ ୧୫ ପଏଣ୍ଟ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ କିୱି ଟିମ୍ ୯ ମ୍ୟାଚରେ ୩ଟି ପରାଜୟବରଣ କରିଛି। ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲେ ହେଁ, ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ହାଲକାରେ ନେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story