ପାକିସ୍ତାନ ଟିମ୍ ପାର୍ଟି କରୁଥିବା ବେଳେ ଆସିଲା ଇଂଲଣ୍ଡର ବିଜୟ ଖବର, ତା ପରେ...

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଇଂଲଣ୍ଡର ଏହି ବିଜୟ ପାକିସ୍ତାନର ସବୁ ଆଶାକୁ ଧୂଳିସାତ୍ କରିଦେଇଥିଲା। ଏକ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ଯେତେବେଳେ ପାକିସ୍ତାନ ଟିମକୁ ନ୍ୟୁଜିଲ୍ୟାଣ୍ଡର ପରାଜୟ ଖବର ମିଳିଲା, ସେହି ସମୟରେ ପୂରା ଟିମ୍ ଇଂଲଣ୍ଡସ୍ଥିତ ପାକିସ୍ତାନୀ ହାଇକମିଶନରେ ଡିନର୍ ପାର୍ଟି କରୁଥିଲେ। ଯେମିତି ଜାଣିବାକୁ ପାଇଲେ ଯେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି, ପାର୍ଟିର ମାହୋଲ୍ ଭୟଙ୍କର ହୋଇ ଯାଇଥିଲା। ସମସ୍ତଙ୍କ ମୁହଁରେ […]

paki

paki

Hemant Lenka
  • Published: Thursday, 04 July 2019
  • Updated: 04 July 2019, 06:34 PM IST

Sports

Latest News

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଇଂଲଣ୍ଡର ଏହି ବିଜୟ ପାକିସ୍ତାନର ସବୁ ଆଶାକୁ ଧୂଳିସାତ୍ କରିଦେଇଥିଲା।

ଏକ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ଯେତେବେଳେ ପାକିସ୍ତାନ ଟିମକୁ ନ୍ୟୁଜିଲ୍ୟାଣ୍ଡର ପରାଜୟ ଖବର ମିଳିଲା, ସେହି ସମୟରେ ପୂରା ଟିମ୍ ଇଂଲଣ୍ଡସ୍ଥିତ ପାକିସ୍ତାନୀ ହାଇକମିଶନରେ ଡିନର୍ ପାର୍ଟି କରୁଥିଲେ। ଯେମିତି ଜାଣିବାକୁ ପାଇଲେ ଯେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି, ପାର୍ଟିର ମାହୋଲ୍ ଭୟଙ୍କର ହୋଇ ଯାଇଥିଲା। ସମସ୍ତଙ୍କ ମୁହଁରେ ନିରାଶା ଖେଳିଯାଇଥିଲା। ପାକିସ୍ତାନ ଖେଳାଳିଙ୍କ ଦୁଃଖଭରା ମୁହଁ ସବୁ କଥା କହି ଦେଉଥିଲା।

ଏହି ପରିବେଶରେ ମୁଖ୍ୟ କୋଚ୍ ମିକି ଆର୍ଥର୍ ସବୁଠାରୁ ଅଧିକ ଚିନ୍ତିତ ଥିଲେ, କାରଣ ତାଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି ଏବଂ ତାଙ୍କୁ ଚୁକ୍ତିକୁ ବଢ଼ାଇବାର ସମ୍ଭାବନା ବହୁତ କମ୍। ତେବେ ଗତ ମ୍ୟାଚ୍ ଜିତିବା ପରେ ଆର୍ଥର୍ କହିଥିଲେ, ପାକିସ୍ତାନ ଟିମର ଭାଗ୍ୟ ଏବେ ନିଜ ହାତରେ। ବିଶେଷସୂତ୍ରରୁ ଖବର ମିଳିଛି ଯେ, ବିଶ୍ୱକପ୍ ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ଏବଂ ମୁଖ୍ୟ କୋଚ୍ ଆର୍ଥରଙ୍କ ସମେତ ସବୁ କୋଚିଂ ଷ୍ଟାଫ୍ ବଦଳାଯାଇପାରେ।

ୱାସିମ୍ ଖାନ୍, ପୂର୍ବତନ ଅଧିନାୟକ ୱାସିମ୍ ଆକ୍ରାମ ଏବଂ କ୍ରିକେଟ୍ ବୋର୍ଡର ସୁପାରିସ୍ କ୍ରମେ ନବନିଯୁକ୍ତ କରାଯିବ, ଯେଉଁଥିରେ ମିଶବା-ଉଲ୍-ହକ୍ ସାମିଲ୍ ଅଛନ୍ତି। ତେବେ ଦିନକ ପୂର୍ବରୁ ଆର୍ଥର୍ ପାକିସ୍ତାନ ଟିମ୍ ସହ କାମ ଜାରି ରଖିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ବିଶ୍ୱକପ୍ ପରେ ପାକିସ୍ତାନ କ୍ରିକେଟ୍ କମିଟି ପରାଜୟର ସମୀକ୍ଷା କରିବ ଏବଂ ନୂଆ ନିଯୁକ୍ତି ପାଇଁ ସୁପାରିସ୍ କରିବ।

ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନର ଏକମାତ୍ର କାରଣ ହେଉଛି ଯେ, ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟରେ କୌଣସି ଭାବରେ ତା'ର ରନରେଟରେ ସୁଧାର ଆଣିବାକୁ ପ୍ରୟାସ କରିନାହିଁ। ନ୍ୟୁଜିଲ୍ୟାଣ୍ଡ ତା'ର ଶେଷ ମ୍ୟାଚ୍ ୨୦୫ ରନର ବ୍ୟବଧାନରେ ହାରିଛି। ଏହା ସତ୍ତ୍ୱେ ନେଟ୍ ରନରେଟରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନଠାରୁ ବହୁ ଆଗରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story