ଶ୍ରଦ୍ଧାଙ୍କ ସହ କେଉଁ କ୍ରିକେଟର ଶୁନଶାନ୍‌ ଦ୍ୱୀପରେ ଡେଟିଂ କରିବାକୁ ଚାହୁଁଛନ୍ତି

ଭାରତୀୟ କ୍ରିକେଟ୍‌ରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଏମିତି ଅନେକ ଉଦାହରଣ ରହିଛି। କିନ୍ତୁ ଏବେ ଆଇପିଏଲ ଚାଲିଥିବା ବେଳେ ଏମିତି କିଛି ଘଟଣା ସମ୍ନାକୁ ଆସିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସନରାଇଜର୍ସ ଟିମ୍‌ର ସବୁଠୁ ସଫଳ ବୋଲର ଭୁବନେଶ୍ୱର କୁମାର ତାଙ୍କ ବୋଲିଂ ଯାଦୁରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାନ୍ତି। ଚଳିତ ଆଇପିଏଲରେ ଏବେ ପର୍ପଲ୍‌ କ୍ୟାପ୍ ତାଙ୍କ ପାଖରେ ଥିବା ବେଳେ ୨୦୧୬ ଆଇପିଏଲରେ ମଧ୍ୟ […]

shraddha-kapoor_650x400_41492746315

shraddha-kapoor_650x400_41492746315

Rakesh Mallick
  • Published: Friday, 21 April 2017
  • Updated: 22 April 2017, 06:31 PM IST

Sports

Latest News

ଭାରତୀୟ କ୍ରିକେଟ୍‌ରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଏମିତି ଅନେକ ଉଦାହରଣ ରହିଛି। କିନ୍ତୁ ଏବେ ଆଇପିଏଲ ଚାଲିଥିବା ବେଳେ ଏମିତି କିଛି ଘଟଣା ସମ୍ନାକୁ ଆସିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସନରାଇଜର୍ସ ଟିମ୍‌ର ସବୁଠୁ ସଫଳ ବୋଲର ଭୁବନେଶ୍ୱର କୁମାର ତାଙ୍କ ବୋଲିଂ ଯାଦୁରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାନ୍ତି। ଚଳିତ ଆଇପିଏଲରେ ଏବେ ପର୍ପଲ୍‌ କ୍ୟାପ୍ ତାଙ୍କ ପାଖରେ ଥିବା ବେଳେ ୨୦୧୬ ଆଇପିଏଲରେ ମଧ୍ୟ ପର୍ପଲ୍‌ କ୍ୟାପକୁ ସେ କବ୍‌ଜା କରିଥିଲେ। ହେଲେ ନିକଟରେ ଏକ ଭିଡିଓ ସମ୍ନାକୁ ଆସିଛି। ଯେଉଁଥିରେ ଭୁବୀଙ୍କୁ ୩ଜଣଙ୍କ ନାଁ କୁହାଯାଇଥିଲା, ଯାହାଙ୍କ ସହ ସେ ଏକ ଶୁନଶାନ୍‌ ଦ୍ୱୀପରେ ସମୟ ବିତେଇବାକୁ ଚାହିଁବେ। ଏହି ତିନ ଜଣଙ୍କ ଭିତରୁ ଜଣେ ଭାରତୀୟ ଦଳର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ  ହୋଇଥିବା ବେଳେ ଅନ୍ୟଜଣେ ହେଲେ କ୍ରିକେଟର ଏମ୍‌.ଏସ୍‌ ଧୋନୀ । ହେଲେ ଭୁବନେଶ୍ୱର କୁମାର କିନ୍ତୁ ଏହି ଦୁଇଜଣଙ୍କୁ ଛାଡି ତୃତୀୟ ଜଣଙ୍କ ସହ ଶୁନଶାନ୍‌ ଦ୍ୱୀପରେ ସମୟ ବିତେଇବା ପାଇଁ କହିଥିଲେ। ସେ ତୃତୀୟ ଜଣକ ହେଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁର । ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସର୍ବଦା ନିଜ ଖେଳ ପ୍ରତି ଧ୍ୟାନ ଦେଉଥିବା ଲାଜକୁଳା ସ୍ୱଭାବର ଭୁବୀଙ୍କୁ କେହି ଭାବିନଥିବେ ଯେ ସେ ଶ୍ରଦ୍ଧାଙ୍କୁ ଏତେ ପସନ୍ଦ କରନ୍ତି ବୋଲି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story