IPL-11: ଜାଣନ୍ତୁ କେଉଁ ଟିମ୍‌ କେତେ ଶକ୍ତିଶାଳୀ ଓ କିଏ ହେବେ କି-ପ୍ଲେୟାର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ଆଇପିଏଲର ମହାସମର। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ପାଖାପାଖି ଦୁଇ ମାସ ଧରି ଛକା ଚୌକାର ବର୍ଷା ଦେଖିବାକୁ ମିଳିବ। ହେଲେ ୨୦୧୮ ଆଇପିଏଲରେ କେଉଁ ଟିମ୍‌ କେତେ ଶକ୍ତିଶାଳୀ ଓ ଟିମ୍‌ର କିପ୍ଲେୟର କିଏ ସେନେଇ ଚାଲିଛି ଚର୍ଚ୍ଚା। ଦିଲ୍ଲୀ ଡେୟାର ଡେଭିଲ୍ସ-ଏପର୍ଯ୍ୟନ୍ତ ଆଇପିଏଲ ମୁକୁଟ ପିନ୍ଧିନଥିବା ଦିଲ୍ଲୀ ଡେୟାରଡେଭିଲ୍ସ ଏଥର କିନ୍ତୁ ବେଶ୍‌ ଶକ୍ତିଶାଳୀ ଥିବା ମନେହେଉଛି। ଟିମ୍‌ରେ ରିଷବ ପନ୍ତ, କ୍ରିସ ମୋରିସ, […]

IPL

IPL

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ଆଇପିଏଲର ମହାସମର। କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ପାଖାପାଖି ଦୁଇ ମାସ ଧରି ଛକା ଚୌକାର ବର୍ଷା ଦେଖିବାକୁ ମିଳିବ। ହେଲେ ୨୦୧୮ ଆଇପିଏଲରେ କେଉଁ ଟିମ୍‌ କେତେ ଶକ୍ତିଶାଳୀ ଓ ଟିମ୍‌ର କିପ୍ଲେୟର କିଏ ସେନେଇ ଚାଲିଛି ଚର୍ଚ୍ଚା।

ଦିଲ୍ଲୀ ଡେୟାର ଡେଭିଲ୍ସ-ଏପର୍ଯ୍ୟନ୍ତ ଆଇପିଏଲ ମୁକୁଟ ପିନ୍ଧିନଥିବା ଦିଲ୍ଲୀ ଡେୟାରଡେଭିଲ୍ସ ଏଥର କିନ୍ତୁ ବେଶ୍‌ ଶକ୍ତିଶାଳୀ ଥିବା ମନେହେଉଛି। ଟିମ୍‌ରେ ରିଷବ ପନ୍ତ, କ୍ରିସ ମୋରିସ, ଶ୍ରେୟସ ଆୟର, ଅମିତ ମିଶ୍ରା ଓ ମ୍ୟାକ୍ସୱେଲ୍‌ ଭଳି ଖେଳାଳି ସ୍ଥାନ ପାଇଥିବାରୁ କୌଣସି ପରିସ୍ଥିତିରେ ଏହି ଖେଳାଳି ମ୍ୟାଚ୍‌ର ମୋଡ ବଦଳାଇବାର କ୍ଷମତା ରଖିଛନ୍ତି।

ସିଏସ୍‌କେ-୨ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏଥର ପୁଣି ଥରେ ତାର ଜଲ୍‌ୱା ଦେଖାଇବ। ଏହି ଟିମ୍‌ରେ ଧୋନୀଙ୍କ ସହ ରାଇନା, ଜାଡ଼େଜା, ବ୍ରାଭୋ,କେଦାର ଯାଦବ, ୱାଟସନ, ରାଇଡ଼ୁ ଓ ହରଭଜନ ଭଳି ବିସ୍ଫୋରକ ଖେଳାଳି ଅଛନ୍ତି। ଉଭୟ ବୋଲିଂ ଓ ବ୍ୟାଟିଂରେ ସିଏସ୍‌କେ ଏଥର ସବୁଠୁ ଅଧିକ ଶକ୍ତିଶାଳୀ ମନେହେଉଛି।

ମୁମ୍ବାଇ ଇଣ୍ଡିଆନ୍ସ- ଆଇପିଏଲର ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଏଥର ବୋଲିଂ ତୁଳନାରେ ବ୍ୟାଟିଂରେ ଅଧିକ ଶକ୍ତିଶାଳୀ ମନେ ହେଉଛି। ଟିମ୍‌ର ଫଳାଫଳ ଅଧିନାୟକ ରୋହିତ ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ବୁମ୍‌ରା ଓ ପୋଲାର୍ଡଙ୍କ ଉପରେ ନିର୍ଭର କରିବ।

କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ- ପଞ୍ଜାବ ମଧ୍ୟ ବ୍ୟାଟିଂରେ ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ପଞ୍ଜାବ ଟିମ୍‌ରେ ଅକ୍ସର ପଟେଲ, ଅଶ୍ୱିନ, ଫିଞ୍ଚ୍‌, ମିଲର୍‌, ଗେଲ୍‌ ଓ ଯୁବରାଜଙ୍କ ଭଳି ଖେଳାଳି ଅଛନ୍ତି। ବୋଲିଂରେ କିନ୍ତୁ ଟିମ୍‌ ସେତେଟା ଶକ୍ତିଶାଳୀ ମନେ ହେଉନି।

କେକେଆର୍‌-କୋଲକାତା ମଧ୍ୟ କୌଣସି ବିଭାଗରେ କମ୍‌ ଲାଗୁନାହିଁ। ବୋଲିଂ ହେଉ କିମ୍ବା ବ୍ୟାଟିଂ ସବୁଥିରେ ସନ୍ତୁଳିତ ଲାଗୁଛି କେକେଆର୍‌। ଦଳରେ ଅଧିନାୟକ କାର୍ତ୍ତିକ, ସୁନିଲ ନାରେନ, ରସେଲ୍‌, ଉଥାପ୍ପା, କୁଲଦୀପ ଯାଦାବଙ୍କ ଭଳି ଗେମ୍‌ ଚେଞ୍ଜର ଖେଳାଳି ଅଛନ୍ତି।

ରାଜସ୍ଥାନ ରୟାଲ୍ସ- ସ୍ମିଥ ବାସନ୍ଦ ହେବା ପରେ ରାଜସ୍ଥାନ ବ୍ୟାଟିଂ ବିଭାଗ ସାମନ୍ୟା ଦୁର୍ବଳ ମନେ ହେଉଛି। ତଥାବି ରାହାଣେଙ୍କ ନେତୃତ୍ୱରେ ଦଳ ଭଲ କରିବ ବୋଲି ଆଶାବାଦୀ। ରାଜସ୍ଥାନ ଏଥର ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ସର୍ବାଧିକ ଟଙ୍କାରେ କିଣିଛି।

ଆରସିବି- ଆର୍‌ସିବି ମଧ୍ୟ ଏଥର ଉଭୟ ବୋଲିଂ ଓ ବ୍ୟାଟିଂରେ ଶକ୍ତିଶାଳୀ ମନେ ହେଉଛି। ପୂର୍ବରୁ ସମସ୍ତ ସିଜିନରେ ଆରସିବି ବୋଲିଂ ତୁଳନାରେ ବ୍ୟାଟିଂରେ ଅଧିକ ଶକ୍ତିଶାଳୀ ମନେହେଉଥିଲା। ଏଥର କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଟିମ୍‌ ଶକ୍ତିଶାଳୀ ମନେ ହେଉଛି।

ସନରାଇଜର୍ସ ହାଇଦ୍ରାବାଦ- ୱାର୍ନରଙ୍କ ବାସନ୍ଦ ପରେ ହାଇଦ୍ରାବଦ ବ୍ୟାଟିଂ ଦୁର୍ବଳ ହୋଇଥିବା ଚର୍ଚ୍ଚା ହେଉଛି। ତଥାବି ଧୱନ, ୱିଲିୟସନ୍‌, ରିଦ୍ଧିମାନ ଶାହା, ୟୁସୁଫ ପଠାନ୍‌ଙ୍କ ଭଳି ଖେଳାଳି ଟିମ୍‌କୁ ବିଜୟୀ କରିବାଇବାର କ୍ଷମତା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story