ବିରାଟ୍‌ ଓ ସଚିନ୍‌ ନୁହଁନ୍ତି ସନ୍ନିଙ୍କ ଷ୍ଟାର୍‌: କେଉଁ କ୍ରିକେଟରଙ୍କୁ ଭଲ ପାଆନ୍ତି ପର୍ଣ୍ଣଷ୍ଟାର୍‌

ମୁମ୍ବାଇ: କୁହାଯାଏ କ୍ରିକେଟ୍‌କୁ ଭାରତୀୟମାନେ ଧର୍ମ ବୋଲି ମାନନ୍ତି। ସାରାଦେଶ କ୍ରିକେଟ୍‌କୁ ନେଇ ଦିୱାନା। ଭାରତରେ କ୍ରିକେଟ୍‌ରଙ୍କୁ ଭଗବାନଙ୍କ ସହ ମଧ୍ୟ ତୁଳନା କରାଯାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଅଭିନେତା ସମସ୍ତେ କ୍ରିକେଟ୍‌ ଓ କ୍ରେକଟ୍‌ରଙ୍କ ଫ୍ୟାନ୍‌। ନିକଟରେ ବଲିଉଡ ଅଭିନେତ୍ରୀ ସନି ଲିଓନି ମଧ୍ୟ କ୍ରିକେଟ୍‌ ଓ କ୍ରିକେଟ୍‌ରଙ୍କ ଜଣେ ବଡ୍‌ ଫ୍ୟାନ୍‌ ବୋଲି ଜାଣିବାକୁ ମିଳିଛି।  ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ କେଉଁ ଟିମ୍‌ ଓ କ୍ରିକେଟ୍‌ର ତାଙ୍କର […]

kohli-leone-sachin

kohli-leone-sachin

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 04:24 PM IST

Sports

Latest News

ମୁମ୍ବାଇ: କୁହାଯାଏ କ୍ରିକେଟ୍‌କୁ ଭାରତୀୟମାନେ ଧର୍ମ ବୋଲି ମାନନ୍ତି। ସାରାଦେଶ କ୍ରିକେଟ୍‌କୁ ନେଇ ଦିୱାନା। ଭାରତରେ କ୍ରିକେଟ୍‌ରଙ୍କୁ ଭଗବାନଙ୍କ ସହ ମଧ୍ୟ ତୁଳନା କରାଯାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଅଭିନେତା ସମସ୍ତେ କ୍ରିକେଟ୍‌ ଓ କ୍ରେକଟ୍‌ରଙ୍କ ଫ୍ୟାନ୍‌। ନିକଟରେ ବଲିଉଡ ଅଭିନେତ୍ରୀ ସନି ଲିଓନି ମଧ୍ୟ କ୍ରିକେଟ୍‌ ଓ କ୍ରିକେଟ୍‌ରଙ୍କ ଜଣେ ବଡ୍‌ ଫ୍ୟାନ୍‌ ବୋଲି ଜାଣିବାକୁ ମିଳିଛି।  ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ କେଉଁ ଟିମ୍‌ ଓ କ୍ରିକେଟ୍‌ର ତାଙ୍କର ସବୁଠାରୁ ଅଧିକ ପସନ୍ଦ। ଟ୍ୱିଟ୍‌ ମାଧ୍ୟମରେ ଫଟାଫଟ୍‌ ଏହାର ଉତ୍ତର ରଖିଥିଲେ ସନି। ଯାହା ସମସ୍ତଙ୍କୁ ଚକିତ କରିଛି। ତାଙ୍କ ପସନ୍ଦର ଟିମ୍‌ ଭାରତୀୟ ଟିମ୍‌ ହୋଇଥିବା ବେଳେ ପସନ୍ଦର ଖେଳାଳି ସଚିନ ତେନ୍ଦୁଲକର କିମ୍ବା ବିରାଟ କୋହଲି ନୁହନ୍ତିଁ। ତାଙ୍କର ପସନ୍ଦର ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀଙ୍କର ନାଁ କହିଥିଲେ। ଏହାସହ ସନି ଲିଓନି ଜଣାଶୁଣା କମେଡିଆନ୍‌ ସୁନିଲ ଗ୍ରୋଭରଙ୍କ ସହ ନିକଟରେ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story