ସର୍ବପ୍ରଥମେ କିଏ ଛୁଇଁବେ ୧୦ ହଜାର: ଧୋନୀ, ବିରାଟ, ଗେଲ୍‌ ଓ ଡିଭିଲିୟର୍ସଙ୍କ ମଧ୍ୟରେ କଡ଼ା ଟକ୍କର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବପ୍ରଥମେ କିଏ ପୂରଣ କରିବେ ୧୦ହଜାର ରନ୍‌। ଏହି ତାଲିକାରେ ଧୋନୀ, ବିରାଟ, ଗେଲ୍ ଓ ଡିଭିଲିୟର୍ସ ଅଛନ୍ତି। କିନ୍ତୁ ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ଧୋନୀ। ତାଙ୍କୁ ୧୦ ହଜାର ରନ୍‌ କରିବା ପାଇଁ ଆଉ ମାତ୍ର ୩୩ ରନ୍‌ ଆବଶ୍ୟକ। ଅନ୍ୟପଟେ ବିରାଟଙ୍କୁ ୧୦ ହଜାର ରନ୍‌ ପାଇଁ ୪୧୨ରନ୍‌, ଡିଭିଲିୟର୍ସଙ୍କୁ ୪୨୩ ଓ ୱେଷ୍ଟଇଣ୍ଡିଜ୍‌ ଖେଳାଳି ଗେଲ୍‌ଙ୍କୁ ଏଥିପାଇଁ ୫୮୦ ରନ୍‌ ଆବଶ୍ୟକ। ଧୋନୀ ଦିନିକିଆରେ ୨୭୭ ଇଂନିସ ଖେଳି […]

virat_dhoni_ab666_1518933137_618x347

virat_dhoni_ab666_1518933137_618x347

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 01:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବପ୍ରଥମେ କିଏ ପୂରଣ କରିବେ ୧୦ହଜାର ରନ୍‌। ଏହି ତାଲିକାରେ ଧୋନୀ, ବିରାଟ, ଗେଲ୍ ଓ ଡିଭିଲିୟର୍ସ ଅଛନ୍ତି। କିନ୍ତୁ ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ଧୋନୀ। ତାଙ୍କୁ ୧୦ ହଜାର ରନ୍‌ କରିବା ପାଇଁ ଆଉ ମାତ୍ର ୩୩ ରନ୍‌ ଆବଶ୍ୟକ। ଅନ୍ୟପଟେ ବିରାଟଙ୍କୁ ୧୦ ହଜାର ରନ୍‌ ପାଇଁ ୪୧୨ରନ୍‌, ଡିଭିଲିୟର୍ସଙ୍କୁ ୪୨୩ ଓ ୱେଷ୍ଟଇଣ୍ଡିଜ୍‌ ଖେଳାଳି ଗେଲ୍‌ଙ୍କୁ ଏଥିପାଇଁ ୫୮୦ ରନ୍‌ ଆବଶ୍ୟକ। ଧୋନୀ ଦିନିକିଆରେ ୨୭୭ ଇଂନିସ ଖେଳି ୯୯୬୭ ରନ୍‌ କରିଥିବା ବେଳେ, ବିରାଟ ୨୦୦ ଇଂନିସରୁ ୯୫୮୮, ଡିଭିଲିୟର୍ସ ୨୧୮ ଇଂନିସରୁ ୯୫୭୭ ଓ ଗେଲ୍‌ ୨୭୦ ଇଂନିସରୁ ୯୪୨୦ ରନ୍‌ କରିଛନ୍ତି।

ଏପର୍ଯ୍ୟନ୍ତ ଦିନିକିଆରେ ମାତ୍ର ୧୧ ଜଣ କ୍ରିକେଟର୍‌ ୧୦ ହଜାର ରନ୍‌ ପୂରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ସଚିନ ତେନ୍ଦୁଲକରଙ୍କ ନାଁ ସବୁଠୁ ଆଗରେ ରହିଛି। ସଚିନ ଦିନିକିଆରେ ୧୮ହଜାର ୪ଶହ ୨୬ ରନ୍‌ କରିଛନ୍ତି। ସେହିପରି ଭାରତରୁ ସୌରଭ ଗାଙ୍ଗୁଲି ଓ ଦ୍ରାବିଡ଼ ମଧ୍ୟ ୧୦ ହଜାର ରନ୍‌ ପୂରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story