ଟିମ୍ ଇଣ୍ଡିଆର ପରବର୍ତ୍ତୀ ଦ୍ରୋଣ କିଏ ? ରେସ୍‌ର ଆଗରେ ବିଦେଶୀ କୋଚ୍‌

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କୁମ୍ବଲେ ଓ କୋହଲିଙ୍କ ବିବାଦ ଖବର ସାମ୍ନାକୁ ଆସିବା ପରେ ଟିମ୍‌ର ସଫଳତାକୁ ନେଇ ଆଶଙ୍କା ଦେଖାଦେଇଛି। ଏପରି ସମୟରେ କୁମ୍ବଲେଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ବେଳେ ନୂଆ କୋଚ୍‌ କିଏ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ବିସିସିଆଇ ମଧ୍ୟ ନୂଆ କୋଚ୍‌ ପାଇଁ ଆବେଦନ ଫର୍ମ ଗ୍ରହଣ କରିସାରିଛି। ମେ ୩୧ ଥିଲା କୋଚ୍‌ ପାଇଁ ଆବେଦନ ପତ୍ର ଦେବାର ଶେଷ […]

kohli-moody-kumble-collage

kohli-moody-kumble-collage

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 09:34 PM IST

Sports

Latest News

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କୁମ୍ବଲେ ଓ କୋହଲିଙ୍କ ବିବାଦ ଖବର ସାମ୍ନାକୁ ଆସିବା ପରେ ଟିମ୍‌ର ସଫଳତାକୁ ନେଇ ଆଶଙ୍କା ଦେଖାଦେଇଛି। ଏପରି ସମୟରେ କୁମ୍ବଲେଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ବେଳେ ନୂଆ କୋଚ୍‌ କିଏ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ବିସିସିଆଇ ମଧ୍ୟ ନୂଆ କୋଚ୍‌ ପାଇଁ ଆବେଦନ ଫର୍ମ ଗ୍ରହଣ କରିସାରିଛି। ମେ ୩୧ ଥିଲା କୋଚ୍‌ ପାଇଁ ଆବେଦନ ପତ୍ର ଦେବାର ଶେଷ ତାରିଖ। ଏହି ପଦବି ପାଇଁ ବହୁ ସଂଖ୍ୟାର ଆବେଦନ ପତ୍ର ଗ୍ରହଣ କରାଯାଇଛି। ଯେଉଁଥିରେ ଅଛନ୍ତି ପୂର୍ବତନ କ୍ରିକେଟର୍‌ ଓ କୋଚ୍‌।

ସୂତ୍ରରୁ ଯାହା ଜଣାପଡିଛି ପୂର୍ବତନ ଶ୍ରୀଲଙ୍କା କୋଚ୍‌ ତଥା ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ କୋଚ୍‌ ଥିବା ଟମ୍‌ ମୁଡ଼ି ଏହି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି। ଏହାସହ ବିରେନ୍ଦ୍ର ସେହ୍ୱାଗଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତଥାବି ଜଣେ କୋଚ୍‌ ଭାବେ ମୁଡିଙ୍କ ପ୍ରଦର୍ଶନ ବିଗତ ଦିନ ମାନଙ୍କରେ ବେଶ ପ୍ରଭାବଶାଳୀ ରହି ଆସିଛି। ‘ଶ୍ରୀଲଙ୍କା’ ହେଉ ଅବା ଆଇପିଏଲର ‘ହାଇଦ୍ରାବଦ’ ଟିମ୍‌ ହେଉ ତାଙ୍କ ପିରିୟଡରେ ସେ ଟିମ୍‌କୁ ଶୀର୍ଷରେ ପହଞ୍ଚାଇ ନିଜକୁ ଜଣେ ବିଶ୍ୱସ୍ତରୀୟ କୋଚ୍‌ ଭାବେ ପ୍ରମାଣିତ କରିସାରିଛନ୍ତି। ବର୍ତ୍ତମାନ ବିସିସିଆଇ କ୍ରିକେଟ୍‌ ଆଡଭାଇଜରି କମିଟିରେ ଥିବା ଭିଭିଏସ ଲକ୍ଷ୍ମଣ ଟମ୍‌ ମୁଡିଙ୍କ ସହ ପୂର୍ବରୁ କାମ କରିସାରିଛନ୍ତି। ତେଣୁ ଟମ୍‌ ମୁଡି ଟିମ୍‌ ଇଣ୍ଡିଆର ନୂଆ କୋଚ୍ ହେବା ନେଇ ଚର୍ଚ୍ଚା ଅଧିକ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story