ମ୍ୟାଚ୍‌ ବେଳେ କୋଚ୍‌ ଖୋଜା: କିଏ ହେବ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌

  ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ମୁଖ୍ୟ କୋଚ୍ ପାଇଁ ବିସିସିଆଇ ଆରମ୍ଭ କରିଛି ପ୍ରକ୍ରିୟା। ଚାମ୍ପିୟନ୍ସ ଟ୍ରଫି ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌ ଅନିଲ୍‌ କୁମ୍ବଲେଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କର କାର୍ଯ୍ୟକାଳକୁ ଆଉ ବୃଦ୍ଧି କରା ନ ଯିବା ନେଇ ସୂଚନା ମିଳିଛି। ଫଳରେ ଏହି ପଦ ପାଇଁ ଆଶାୟୀ ପାର୍ଥୀ ମେ ୩୧ ତାରିଖ ସୁଦ୍ଧା ଆବେଦନ କରି ପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ବିସିସିଆଇର ଏଭଳି ପଦକ୍ଷପରୁ […]

anil_kumble_98_1495707019_749x421

anil_kumble_98_1495707019_749x421

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 08:05 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ମୁଖ୍ୟ କୋଚ୍ ପାଇଁ ବିସିସିଆଇ ଆରମ୍ଭ କରିଛି ପ୍ରକ୍ରିୟା। ଚାମ୍ପିୟନ୍ସ ଟ୍ରଫି ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌ ଅନିଲ୍‌ କୁମ୍ବଲେଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କର କାର୍ଯ୍ୟକାଳକୁ ଆଉ ବୃଦ୍ଧି କରା ନ ଯିବା ନେଇ ସୂଚନା ମିଳିଛି। ଫଳରେ ଏହି ପଦ ପାଇଁ ଆଶାୟୀ ପାର୍ଥୀ ମେ ୩୧ ତାରିଖ ସୁଦ୍ଧା ଆବେଦନ କରି ପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବିସିସିଆଇର ଏଭଳି ପଦକ୍ଷପରୁ ଜଣାପଡିଛି ଯେ କୁମ୍ବଲେଙ୍କ କାର୍ଯ୍ୟକଳାପରେ ବିସିସିଆଇ ଖୁସି ନାହିଁ। କୁମ୍ବଲେ କିଛି ଦିନ ତଳେ ତାଙ୍କ ବାର୍ଷିକ ଦରମାକୁ ବୃଦ୍ଧି କରିବା ପାଇଁ ଦାବି କରିଥିଲେ। ତାଙ୍କ ବାର୍ଷିକ ଦରମା ଏବେ ୬.୨୫ କୋଟି ଟଙ୍କା ରହିଥିବା ବେଳେ ସେ ଏହାର ୨୦ପ୍ରତିଶତ ଅର୍ଥ ବଢେଇବା ପାଇଁ ଦାବି କରିଥିଲେ। ଏହାସହ ବିସିସିଆଇ ଯେତେବେଳେ ଚାମ୍ପିୟନ୍ସ ଟ୍ରଫି ନ ଖେଳିବା ପାଇଁ ବାରମ୍ବାର ଧମକ ଦେଉଥିଲା, କୁମ୍ବଲେ ସେତେବେଳେ ସୁପ୍ରିମକୋର୍ଟଙ୍କ ପ୍ରଶାସକ ସମିତିକୁ  କହିଥିଲେ ଯେ ଖେଳାଳିମାନେ ଏହି ପ୍ରତିଯୋଗିତାକୁ ଖେଳିବାକୁ ଚାହୁଁଛନ୍ତି। ଯାହାକୁ ନେଇ ବିସିସିଆଇ କୁମ୍ବଲେଙ୍କ ଉପରେ ଖୁସି ନ ଥିଲା। ଯେଉଁଥିପାଇଁ ବିସିସିଆଇ ଆଉ ଏକ ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତି ଦେବାକୁ ସ୍ଥିର କରିଛି।

ଅନ୍ୟପଟେ କ୍ରିକେଟ୍‌ ଆଡଭାଇଜରି କମିଟି ଦ୍ୱାରା ନୂଆ ମୁଖ୍ୟ କୋଚ୍‌ ଚୟନ କରାଯିବା। ଏହି କମିଟିରେ କିମ୍ବଦନ୍ତୀ ଖେଳାଳି ସଚିନ୍‌ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲି ସଦସ୍ୟ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ଆଉ ଦିନ କେଇଟା ବାକିଥିବା ବେଳେ ବିସିସିଆଇର ଏଭଳି ପଦକ୍ଷପ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ କ୍ଷତିକାରକ ହେବ ବୋଲି କ୍ରୀଡ଼ାବିତ୍‌ ମତ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story