ବିଶ୍ୱକପ୍‌ ଜିତି ବି ଖୁସି ନାହାନ୍ତି ଇଂଲଣ୍ଡ କ୍ୟାପ୍ଟେନ, ଜାଣନ୍ତୁ କାହିଁକି

ଲଣ୍ଡନ: ଦୀର୍ଘ ୪୪ ବର୍ଷ ପରେ ୨୦୧୯ରେ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି ଇଂଲଣ୍ଡ। କ୍ରିକେଟ୍‌ର ଜନ୍ମଦାତା ଇଂଲଣ୍ଡକୁ ଅନେକ ଅଧିନାୟକ ବିଶ୍ୱକପ୍‌ ଜିତିବାର ସ୍ୱପ୍ନ ଦେଖିଥିଲେ ହେଁ ଏହାକୁ କେହି ବି ପୂରଣ କରିପାରି ନଥିଲେ। ହେଲେ ଆୟନ୍‌ ମୋର୍ଗାନ ପ୍ରଥମ ଅଧିନାୟକ ଭାବେ ଇଂଲଣ୍ଡକୁ ବିଶ୍ୱକପ ଦେଇଛନ୍ତି। ହେଲେ ବିଶ୍ୱକପ ଜିତି ମଧ୍ୟ ମୋର୍ଗାନ ଖୁସି ନାହାନ୍ତି। ଫାଇନାଲ୍‌ରେ ଇଂଲଣ୍ଡ ଯେଉଁଭଳି ବିବାଦୀୟ ଢଙ୍ଗରେ ବିଶ୍ୱକପ ଉପରେ କବଜା କଲା, ତା’କୁ ଆଜି […]

m

m

Hemant Lenka
  • Published: Saturday, 20 July 2019
  • Updated: 20 July 2019, 08:52 PM IST

Sports

Latest News

ଲଣ୍ଡନ: ଦୀର୍ଘ ୪୪ ବର୍ଷ ପରେ ୨୦୧୯ରେ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି ଇଂଲଣ୍ଡ। କ୍ରିକେଟ୍‌ର ଜନ୍ମଦାତା ଇଂଲଣ୍ଡକୁ ଅନେକ ଅଧିନାୟକ ବିଶ୍ୱକପ୍‌ ଜିତିବାର ସ୍ୱପ୍ନ ଦେଖିଥିଲେ ହେଁ ଏହାକୁ କେହି ବି ପୂରଣ କରିପାରି ନଥିଲେ।

ହେଲେ ଆୟନ୍‌ ମୋର୍ଗାନ ପ୍ରଥମ ଅଧିନାୟକ ଭାବେ ଇଂଲଣ୍ଡକୁ ବିଶ୍ୱକପ ଦେଇଛନ୍ତି। ହେଲେ ବିଶ୍ୱକପ ଜିତି ମଧ୍ୟ ମୋର୍ଗାନ ଖୁସି ନାହାନ୍ତି। ଫାଇନାଲ୍‌ରେ ଇଂଲଣ୍ଡ ଯେଉଁଭଳି ବିବାଦୀୟ ଢଙ୍ଗରେ ବିଶ୍ୱକପ ଉପରେ କବଜା କଲା, ତା’କୁ ଆଜି ଯାଏ ମୋର୍ଗାନ ଭୁଲି ପାରିନାହାନ୍ତି।

ମୋର୍ଗାନ କହିଛନ୍ତି,“ଫାଇନାଲ୍‌ରେ ଦୁଇଟି ଯାକ ଟିମ୍‌ ଭଲ ଖେଳିଥିଲେ। କିନ୍ତୁ ସ୍କୋର ସମାନ ରହିବା ପରେ ଯେଉଁଭଳି ଢଙ୍ଗରେ ଫଇସଲା ହେଲା, ତାହା ଉଚିତ ନଥିଲା। ମୁଁ ସେଠାରେ ଥିଲି।

ମୁଁ ଜାଣିଛି କ’ଣ ହୋଇଥିଲା। ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକର ଥିଲା। ମ୍ୟାଚ୍‌ରେ ଏମିତି କିଛି ସମୟ ଆସି ନଥିଲା, ଯେଉଁଠି ଆମେ କହିପାରି ଥାଆନ୍ତୁ, ହଁ, ଏଇଥିପାଇଁ ଆମେ ମ୍ୟାଚ୍‌ ହାରିଲୁ ବା ଆମେ ମ୍ୟାଚ୍‌ ଜିତିଲୁ। ଆମେ ଜିତିଲୁ ବୋଲି ସିନା ସବୁ କିଛି ସହଜ ହୋଇଗଲା। ହେଲେ ହାରିଥିଲେ, ଆମେ କେଉଁଠି ଏବଂ କଣ ପାଇଁ ହାରିଲୁ, ସେକଥା କହିପାରି ନଥାନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story