ୱେଷ୍ଟଇଣ୍ଡିଜଠାରୁ ହାରିଲା ଆଫଗାନିସ୍ତାନ

ଲକ୍ଷ୍ନୌ: ପ୍ରଥମ ଦିନିକିଆରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ରୋଷ୍ଟନ ଚେଜଙ୍କ ୯୪ ଓ ଶାଇ ହୋପଙ୍କ ଅପରାଜିତ ୭୭ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ୪୬.୩ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ମାତ୍ର ୧୯୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ୧୯୫ ରନ୍‌ର ଟାର୍ଗେଟକୁ ହାସଲ କରିବା ସହ ୱେଷ୍ଟଇଣ୍ଡିଜ୍‌ ୧-୦ରେ ୩ଟିକିଆ ଦିନିକିଆ ସିରିଜ୍‌ରେ ଆଗୁଆ ହୋଇଯାଇଛି। ୧୯୫ ରନ୍‌ର ଟାର୍ଗେଟ ପିଛା […]

ca

ca

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 09:55 PM IST

Sports

Latest News

ଲକ୍ଷ୍ନୌ: ପ୍ରଥମ ଦିନିକିଆରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ରୋଷ୍ଟନ ଚେଜଙ୍କ ୯୪ ଓ ଶାଇ ହୋପଙ୍କ ଅପରାଜିତ ୭୭ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ୪୬.୩ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ମାତ୍ର ୧୯୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ୧୯୫ ରନ୍‌ର ଟାର୍ଗେଟକୁ ହାସଲ କରିବା ସହ ୱେଷ୍ଟଇଣ୍ଡିଜ୍‌ ୧-୦ରେ ୩ଟିକିଆ ଦିନିକିଆ ସିରିଜ୍‌ରେ ଆଗୁଆ ହୋଇଯାଇଛି।

୧୯୫ ରନ୍‌ର ଟାର୍ଗେଟ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୨ ରନ୍‌ରେ ଓପନର ଇଭିନ୍‌ ଲ୍ୟୁସଙ୍କୁ ହରାଇଥିଲା। ଏହାପରେ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶିମରନ୍‌ ହେଟମେୟର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୨୫ ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଇଣ୍ଡିଜର ବ୍ୟାଟିଂ ମଙ୍ଗ ଓପନର ଶାଇ ହୋପ ଓ ଚେଜ୍‌ ସମ୍ଭାଳିଥିଲେ। ଉଭୟ ଆଫଗାନିସ୍ତନ ବୋଲରଙ୍କୁ ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଇତି ମଧ୍ୟରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ ମଧ୍ୟ କରିଥିଲେ। ଚେଜ ଓ ହୋପ ତୃତୀୟ ୱିକେଟ୍‌ ପାଇଁ ୧୬୩ ରନ୍‌ର ଭାଗିଦାରୀ କରି ଆଫଗାନିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ଚେଜ୍‌ ୯୪ ରନ୍‌ କରି ମୁଜିବୁର ରେହମାନଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ନୋକଲାସ ପୋରାନ(୮) ଓ ହୋପ(୭୭) ଶେଷ ଯାଏ ଅପରାଜିତ ରହି ଇଣ୍ଡିଜ ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ଏହାପୂର୍ବରୁ ଆଫଗାନିସ୍ତାନ ରହମତ ଶାହଙ୍କ ୬୧, ଇକ୍ରାମ ଅଲି ଖିଲିଙ୍କ ୫୮ ଓ ଅଶଗର ଆଫଗାନଙ୍କ ୩୫ ରନ ବଳରେ ୪୫.୨ ଓଭରରେ ୧୯୪ ରନ୍‌ କରି ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story